ସାରା ଅଲ୍ଲି ଖାଁଙ୍କ ଡ୍ରାଇଭରକୁ କରୋନା

0 97

ମୁମ୍ବାଇ : ଫିଲ୍ମ ଜଗତରେ ଲଗାତାର କରୋନା ଭାଇରସ ସଂକ୍ରମଣ ଜାରି ରହିଛି । ବଚ୍ଚନ ପରିବାର ଓ ଅନୁପର ଖେରଙ୍କ ପରିବାର ପରେ ଏବେ ଅଭିନେତ୍ରୀ ସାରା ଅଲ୍ଲି ଖାଁଙ୍କ ଡ୍ରାଇଭର ମଧ୍ୟ କରୋନା ରୋଗରେ ସଂକ୍ରମିତ ହୋଇଛନ୍ତି । ଏହାର ସୂଚନା ଅଭିନେତ୍ରୀ ନିଜେ ତାଙ୍କର ଇଷ୍ଟ୍ରାଗ୍ରାମ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି ।

hiring

ସେ ଆହରୁ ମଧ୍ୟ କହିଛନ୍ତି ଏହାର ସୂଚନା ବିଏମ୍‌ସିକୁ ମଧ୍ୟ ଦିଆଯାଇଛି । ପରେ ବିଏମସି କର୍ମଚାରୀମାନେ ତାଙ୍କ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇଛନ୍ତି । ସେହିପରି ଆମ ପରିବାର ଅନ୍ୟ ସଦସ୍ୟ ସହ କର୍ମଚାରୀଙ୍କର କରୋନା ଟେଷ୍ଟ ହୋଇଥିଲା ଓ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ସେ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eighteen + one =