ଅନୈତିକ ପ୍ରେମ ସମ୍ପର୍କ : ଟାଙ୍ଗିଆରେ ହାଣି ଜଘନ୍ୟ ହତ୍ୟା

0 534

ସମ୍ବଲପୁର :ସମ୍ବଲପୁରଜିଲ୍ଲାର ନାକଟିଦେଉଳ ବ୍ଲକ ଅନ୍ତର୍ଗତ କିସିଣ୍ଡା ଥାନାର ଖନ୍ଦିବାହାଲ ଗ୍ରାମରେ ଟାଙ୍ଗିଆରେ ହାଣି ଜଣକୁ ହତ୍ୟା କରାଯାଇଛି । ରବିବାର ରାତି ପ୍ରାୟ ୮ଟା ସମୟରେ ଘଟିତ ଏହି ଜଘନ୍ୟ ହତ୍ୟାକାଣ୍ଡର ଖବର ପାଇ ପୁଲିସ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ଏହିଘଟଣାର ମୁଖ୍ୟ ହତ୍ୟାକାରୀ ଗୌତମ ମାଝୀ (୪୦)କୁ ଗିରଫ କରିଛି । ମୃତ ବ୍ୟକ୍ତିଜଣକ ଭୀମସେନ ସ୍ୱାଇଁ (୫୦) ବୋଲି ଜଣାପଡିଛି । ଏହି ହତ୍ୟାକାଣ୍ଡ ଏକ ଅନୈତିକ ପ୍ରେମ ସଂପର୍କକୁ ନେଇ ଘଟିଥିବା ଗ୍ରାମବାସୀଙ୍କ ସୁତ୍ରରୁ ପ୍ରକାଶ । ପୁଲିସ ମୃତଦେହକୁ ଜବତକରି ପୋଷ୍ଟମର୍ଟମ ପାଇଁ ପଠାଇଥିବାବେଳେ ଅଧିକ ତଦନ୍ତ ଜାରିରଖିଛି ।

hiranchal ad1
Leave A Reply

Your email address will not be published.

3 × three =