Monthly Archives

July 2025

ବୌଦ୍ଧ ଆଦର୍ଶ ବସଷ୍ଟାଣ୍ଡ ପରିଦର୍ଶନ କଲେ ନୂତନ ଜିଲ୍ଲାପାଳ

ବୌଦ୍ଧ,୩୧ା୭ : ବୌଦ୍ଧ ଠାରେ ନିର୍ମାଣାଧିନ ଆଦର୍ଶ ବସଷ୍ଟାଣ୍ଡ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ l ଶ୍ରୀ ନାୟକ ତିନି ଦିନ ତଳେ ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ବୌଦ୍ଧଗଡ଼ ଏନଏସି ଦ୍ୱାରା ପରିଚାଳିତ ନିର୍ମାଣାଧିନ
Read More...

ବିଭିନ୍ନ ବିଭାଗର ଉନ୍ନୟନ କାମର ସମୀକ୍ଷା କଲେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ସଚିବ

ବୌଦ୍ଧ,୩୧ା୭ : ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ସଚିବ ତଥା ବୌଦ୍ଧ ଜିଲା ନୋଡାଲ ଅଫିସର ଡ. ବିଜୟ କେତନ ଉପାଧାୟ ଦୁଇଦିନିଆ ବୌଦ୍ଧ ଜିଲା ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ ପରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ବିଭାଗୀୟ ସମୀକ୍ଷା କରିଥିଲେ । ଜିଲାପାଳଙ୍କ
Read More...

ଟ୍ରମ୍ପଙ୍କ ବିବାଦୀୟ ବୟାନକୁ ସମର୍ଥନ କଲେ ରାହୁଲ

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ବୟାନକୁ ସମର୍ଥନ କରିଛନ୍ତି ଯେଉଁଥିରେ ସେ ଭାରତକୁ ଏକ ମୃତ ଅର୍ଥନୀତି ବୋଲି କହିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ବୟାନ ସତ୍ୟକୁ
Read More...

କେଏଲ ରାହୁଲଙ୍କୁ ମିଳିଲା ବଡ ଦାୟିତ୍ବ

ଓଭାଲ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନର ଐତିହାସିକ ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ଶେଷ ମ୍ୟାଚ ପାଇଁ, ଭାରତୀୟ ଦଳ ଏହାର ପ୍ଲେଇଂ ୧୧ରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି, ଏବଂ ଜଣେ ନୂତନ ଉପ-ଅଧିନାୟକଙ୍କ ନାମ ମଧ୍ୟ ଘୋଷଣା କରିଛି।
Read More...

ଏହି ହିତାଧିକାରୀଙ୍କୁ ମିଳିବନି ସୁଭଦ୍ରାର ତୃତୀୟ କିସ୍ତି

ଭୁବନେଶ୍ବର: ଅଗଷ୍ଟ ୯ ତାରିଖରେ ହିତାଧିକାରୀଙ୍କୁ ସୁଭଦ୍ରାର ତୃତୀୟ କିସ୍ତି ମିଳିବ। କୋଟିଏ ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ଏକକାଳୀନ ଯିବ ସୁଭଦ୍ରା ଟଙ୍କା ମିଳିବ। ଜୟପୁରରୁ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ସରକାର ବାଣ୍ଟିବେ। ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ
Read More...

ବ୍ଲଡପ୍ରେସରକୁ ପ୍ରାକୃତିକ ଭାବରେ ନିୟନ୍ତ୍ରଣ କରିବାର 3ଟି ସହଜ ଉପାୟ, ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହେବେ!

ଆଜିର ବ୍ୟସ୍ତବହୁଳ ଜୀବନରେ, ଲୋକମାନେ ନିଜ ସ୍ୱାସ୍ଥ୍ୟର ସଠିକ୍ ଯତ୍ନ ନେଇ ପାରୁନାହାଁନ୍ତି। ଏପରି ପରିସ୍ଥିତିରେ, ଲୋକମାନେ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖରାପ ଖାଦ୍ୟପେୟ ଏବଂ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଯୋଗୁଁ ବିପିର ସମସ୍ୟା ବୃଦ୍ଧି ପାଇଛି। ବ୍ଲଡପ୍ରେସର
Read More...

ଜନ୍ମଦିନ ପାଳୁଛନ୍ତି କିଆରା, ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଆଜି ଅର୍ଥାତ୍ ୩୧ ଜୁଲାଇରେ ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅଭିନେତ୍ରୀ ତାଙ୍କ ଚଳଚ୍ଚିତ୍ରରେ ତାଙ୍କ ଚରିତ୍ର ଦ୍ୱାରା ଦର୍ଶକଙ୍କ ହୃଦୟରେ ରାଜ କରିଛନ୍ତି। ଏହି ଅଭିନେତ୍ରୀଙ୍କ ଏହି ଜନ୍ମଦିନ ବହୁତ ସ୍ୱତନ୍ତ୍ର, କାରଣ ସେ କିଛି ଦିନ ପୂର୍ବରୁ
Read More...

ଶୀଘ୍ର ହେବ ଓଟିଇଟି ପରୀକ୍ଷା

ଭୁବନେଶ୍ବର: ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ପ୍ରଶ୍ନପତ୍ର ଲିକ୍ ମାମଲାରେ ସାମିଲ ଥିବା‌ ୬ ଜଣ ଅଭିଯୁକ୍ତଙ୍କୁ ଓଡ଼ିଶା ପୁଲିସର କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଶିକ୍ଷକ କି ଯେତେ ବଡ଼ ଲୋକ ଥାଆନ୍ତୁ, କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏହାର ତଦନ୍ତ ଚାଲିଛି।
Read More...

ଏଥର ସୂର୍ଯ୍ୟବଂଶୀଙ୍କ ଟାର୍ଗେଟରେ ରହିବେ ଅଷ୍ଟ୍ରେଲିଆ ବୋଲର

ନୂଆଦିଲ୍ଲୀ- ଇଂଲଣ୍ଡରେ ବିପର୍ଯ୍ୟୟ ଘଟାଇବା ପରେ ଭାରତୀୟ ୧୯ ବର୍ଷରୁ କମ୍ ଦଳର ଷ୍ଟାର ବ୍ୟାଟସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ଅଷ୍ଟ୍ରେଲିଆରେ ବିପର୍ଯ୍ୟୟ ଘଟାଇବାକୁ ପ୍ରସ୍ତୁତ। ବୁଧବାର ଦିନ, ବିସିସିଆଇ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତ ୧୯ ବର୍ଷରୁ କମ୍ ଦଳ ଘୋଷଣା କରିଛି। ଆୟୁଷ ମହାତ୍ରେଙ୍କୁ
Read More...

ଶିକ୍ଷକ ବଦଳି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ

କଟକ: ରାଜ୍ୟରେ ଶିକ୍ଷକ ବଦଳି ଲାଗି ବିଧାୟକ ଓ ଏମ୍‌ପିଙ୍କ ସୁପାରିସ୍‌ ପ୍ରସଙ୍ଗ ଏବେ ଭିନ୍ନ ମୋଡ଼ ନେଇଛି। ଏ ସଂକ୍ରାନ୍ତୀୟ ଏକ ମାମଲାର ବିଚାରକରି ହାଇକୋର୍ଟଙ୍କ ପକ୍ଷରୁ ମଙ୍ଗଳବାର ଅନ୍ତରୀଣ ରହିତାଦେଶ ଜାରି କରାଯାଇଛି। ଏହାକୁ ନେଇ ଶିକ୍ଷକ, ସରକାର, ବିଧାୟକ ଏବଂ ଏମ୍‌ପିମାନେ ଏବେ
Read More...