ମୁମ୍ବାଇ : ଡ୍ରଗ୍ସ ମାମଲାରେ ଫସି ଯାଇଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ । ଏବେ ତାଙ୍କର ଜାମିନ ଆବେଦନର ଶୁଣାଣୀ ଚାଲିଥିବାବେଳେ ଆଉ ଏକ ହ୍ୱାଟସଆପ ଚାଟ ସାମ୍ନାକୁ ଆସିଛି ।
୨୦୧୯ ଜୁଲାଇରେ ଆର୍ଯ୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ହ୍ୱାଟସଆପ ଚାଟ ହୋଇଥିଲା । ଯେଉଁଥିରେ ଆର୍ଯ୍ୟନ ୱିଡ଼ ଅର୍ଥାତ ଚରସ ମାଗୁଥିବା ଦେଖିବାକୁ ମିଳିଛି ।
ଆର୍ଯ୍ୟନ : ୱିଡ
ଅନନ୍ୟା : ହାଁ, ୟହ ଡିମାଣ୍ଡ ମେଁ ହୈ
ଆର୍ଯ୍ୟନ : ମେଁ ତୁମସେ ଚୁପକେ ସେ ଲେ ଲୁଂଗା
ଅନନ୍ୟା : ଠିକ ହୈ
ସେହିପରି ସେହିଦିନ ଅନ୍ୟ ଏକ ଚାଟ ବି ସାମ୍ନାକୁ ଆସିଛି ।
ଅନନ୍ୟା : ଅବ ମେଁ ଇସ ବିଜନେସ ମେଁ ହୁଁ
ଆର୍ଯ୍ୟନ : ତୁମ ୱିଡ଼ (ଚରସ) ଲାଇ ହୋ ?
ଅନନ୍ୟା : ୱହ ମୁଝେ ମିଲନେ ୱାଲା ହୈ
ଅପରପକ୍ଷରେ ୨୦୨୧ ଅପ୍ରେଲ ୧୮ରେ ଆର୍ଯ୍ୟନ ଖାନଙ୍କ ହ୍ୱାଟସଆପ ଚାଟ ବି ସମସ୍ତଙ୍କୁ ଚକିତ କରିଛି । ଯେଉଁଥିରେ ସେ ଏନସିବିର ନାଁ ବି ଉଲ୍ଳେଖ କରିଛନ୍ତି ।
ଆର୍ଯ୍ୟନ : କଲ କୋକେନ ଲାତେ ହେଁ । ମେଁ ତୁମଲୋଗୋଁ କୋ ଏନସିବି ଦ୍ୱାରା ତବାହ କରନେ ୱାଲା ହୁଁ ।
ଆର୍ଯ୍ୟନ ଡରାଇବାକୁ ଏଭଳି କହିଥିଲେବି ସେ ନିଜେ ଏନସିବି ଜାଲରେ ପଡ଼ିଯିବେ ବୋଲି କେବେ ଭାବିନଥିଲେ ।