ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ବ୍ୟତୀତ ଆହୁରି ବହୁ କଂଗ୍ରେସ ନେତା ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଖବର ରହିଛି । ନିକଟରେ ରାଜସ୍ଥାନରେ ଅନୁଷ୍ଠିତ ହୋଇଥିବା କଂଗ୍ରେସର ଚିନ୍ତନ ଶିବିରରେ ଶ୍ରୀମତୀ ଗାନ୍ଧି ଯୋଗ ଦେଇଥିଲେ ।