କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଲା

ନୂଆଦିଲ୍ଲୀ : ଦେଶରେ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖ୍ରିଆଲ ନିଶଙ୍କଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । କୋଭିଡ ପରବର୍ତ୍ତୀ ସମସ୍ୟା ହେତୁ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଗଲା । ଏହା ପରେ ତାଙ୍କୁ ଏଠାରେ ଭର୍ତ୍ତି କରିବାକୁ ପଡିଲା । ୨୧ ଏପ୍ରିଲରେ, ସେ କରୋନା ଅଧୀନରେ ଆସିଥିଲେ । ଏହା ପରେ, ମେ ୫-୬ ମଧ୍ୟରେ, ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଥଇଲା ବୋଲି ଏମ୍ସର ଅଧିକାରୀ ସୂଚନା ଦେଇଛନ୍ତି ।

Comments (0)
Add Comment