ରାଜଧାନୀରୁ ପୁଣି ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: କରୋନାର ମାରାତ୍ମକ ରୂପ ଓମିକ୍ରନ ଏବେ ଦେଶରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ରାଜ୍ୟ ଓମିକ୍ରନ ପଞ୍ଝାରେ ପଡ଼ୁଥିବା ବେଳେ ସଂକ୍ରମଣ ହାର ବି ବଢ଼ୁଛି। ଏସବୁ ଭିତରେ ଦେଶର ରାଜଧାନୀ ଦିଲ୍ଲୀରୁ ଆଉ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦କୁ ବଢ଼ିଛି। ଏମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୯ ଜଣ ଚିକିତ୍ସାଧୀନ ରହିଛନ୍ତି।

Four more cases of Omicron have been reported in the capitalରାଜଧାନୀରୁ ପୁଣି ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ
Comments (0)
Add Comment