୧୧ତମ ଜୟ ବଜରଙ୍ଗବାଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ବଡଗୁର୍ଜିଭଟା ଗ୍ରାମର ୧୧ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ବନମାଳ ଓ ସାନଗୁର୍ଜିଭଟା ମଧ୍ୟରେ ଖେଳ ଆରମ୍ଭ ହୋଇଥିଲା । ପ୍ରଥମେ ବନମାଳ ଦଳ ବ୍ୟାଟିଂ କରିଥିଲା । ଉଦଘାଟନ ଦିବସରେ ମୁଖ୍ୟଅତିଥି ଖପ୍ରାଖୋଲ ହରିଶଙ୍କର ରେଞ୍ଜ ଅଧିକାରି ଗିରିଧାରି ନାଗ , ସମ୍ମାନିତ ଅତିଥି ସତ୍ୟାନନ୍ଦ ସେନ୍ଦ୍ରିଆ , ଅଭୟ ତ୍ରିପାଠୀ, ଉମାକାନ୍ତ ପଧାନ, ବିହାରି ପଧାନ, କୁନି ସେଲମା, ଶିବା ନନ୍ଦ ସୁନା, ଭାଷ୍କର ଦାସ ଓ ଜେ.ବି.ସି.ସି ର ସଭାପତି ହରିବୋଲ ପୋଡ କମିଟୀର କର୍ମକର୍ତ୍ତା ବିକାଶ ପ୍ରଧାନ, ନିମାଇ ରାଉତ, ହରି ସାହୁ, ସରୋଜ ସେଠ, କାଲିଆ ସେଠ, ଗଙ୍ଗାଧର ମାଝି, ଚଇତନ ମୁଣ୍ଡା, ଅଜିତ ଭୁଏ, ଶକ୍ତି ମାଝି, ଡାକ୍ତର ମୁଣ୍ଡା, ତେଜୁରାମ ଠାକୁର ପ୍ରମୁଖ ସଦସ୍ୟ ସହଯୋଗ ଦେଇଥିଲେ ।

Comments (0)
Add Comment