ସ୍ୱର୍ଣ୍ଣ ପରେ ବ୍ରୋଞ୍ଜ ଜିତିଲେ ଅବନି

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ୍‌ରେ ମହିଳା ବର୍ଗର ‘୫୦ ମିଟର୍‌ ରାଇଫଲ୍‌ ୩ପି ଏସ୍‌ଏଚ୍୧’ ବିଭାଗରେ ଅବନି ଲେଖଡ଼ା ବ୍ରୋଞ୍ଚପଦକ ହାସଲ କରିଛନ୍ତି। ପୂର୍ବରୁ ଅବନି ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ | ଆଉ ଆଜି ବ୍ରୋଞ୍ଚ ପଦକ ଜିତିବା ପରେ ସେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି | ଅବନି ପ୍ରଥମ ମହିଳା ଖେଳାଳି ହୋଇପାରିଛନ୍ତି ଯିଏ କି ପାରାଲିମ୍ପିକ୍ସ୍‌ରେ ଦୁଇଟି ପଦକ ଜିତିପାରିଛନ୍ତି |

Comments (0)
Add Comment