ଆଇପିଏଲ : ଦ୍ୱିତୀୟ ଦିନରେ ବିକ୍ରି ହୋଇଥିବା ଓ ହୋଇନଥିବା ଖେଳାଳିଙ୍କ ତାଲିକା

ଆଡେନ ମାର୍କ୍ରାମ – ସନରାଇଜର୍ସ ହାଇଦ୍ରାବାଦ – ୨.୬ କୋଟି ଟଙ୍କା
ଅଜିଙ୍କ୍ୟ ରାହାଣେ – କୋଲକାତା ନାଇଟ୍‌ ରାଇଡର୍ସ – ୧ କୋଟି ଟଙ୍କା
ଡେଭିଡ୍‌ ମାଲାନ୍‌ – ବିକ୍ରି ହୋଇ ନାହାନ୍ତି
ମନଦୀପ ସିଂ – ଦିଲ୍ଲୀର ରାଜଧାନୀ – ୧.୧ କୋଟି ଟଙ୍କା
ମାର୍ନସ୍‌ ଲାବୁସାଗ୍‌ନେ – ବିକ୍ରି ହୋଇନାହାନ୍ତି
ସୌରଭ ତିୱାରୀ – ବିକ୍ରି ହୋଇନାହାନ୍ତି
ଇଏନ୍‌ ମୋର୍ଗାନ୍‌ – ବିକ୍ରି ହୋଇନାହାନ୍ତି
ଆରୋନ ଫିଞ୍ଚ – ବିକ୍ରି ହୋଇନାହାନ୍ତି
ଚେତେଶ୍ୱର ପୂଜାରା – ବିକ୍ରି ହୋଇନାହାନ୍ତି
ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌ – ପଞ୍ଜାବ କିଙ୍ଗସ୍‌ – ୧୧.୫ କୋଟି ଟଙ୍କା
ଡୋମିନିକ୍‌ ଡ୍ରାକସ୍‌ – ଗୁଜୁରାଟ ଟାଇଟାନ୍ସ – ୧.୧ କୋଟି ଟଙ୍କା
ଜେମ୍ସ ନିଶାମ – ବିକ୍ରି ହୋଇନାହାନ୍ତି
ଜୟନ୍ତ ଯାଦବ – ଗୁଜୁରାଟ ଟାଇଟାନ୍ସ – ୧.୭୦ କୋଟି ଟଙ୍କା
ବିଜୟ ଶଙ୍କର – ଗୁଜୁରାଟ ଟାଇଟାନ୍ସ – ୧.୪୦ କୋଟି ଟଙ୍କା
କ୍ରିସ୍‌ ଜୋର୍ଡାନ୍‌ – ବିକ୍ରି ହୋଇନାହାନ୍ତି
ଓଡିଆନ୍‌ ସ୍ମିଥ୍‌ – ପଞ୍ଜାବ କିଙ୍ଗସ୍‌ – ୬ କୋଟି ଟଙ୍କା
ମାର୍କ ଜାନସେନ୍‌ – ସନରାଇଜର୍ସ ହାଇଦ୍ରାବାଦ – ୪.୨୦ କୋଟି ଟଙ୍କା
ଶିବମ୍‌ ଦୁବେ – ଚେନ୍ନାଇ ସୁପର କିଙ୍ଗସ୍‌ – ୪ କୋଟି ଟଙ୍କା
କେ ଗୋଥାମ – ଲକ୍ଷେ୍ନø ସୁପର ଜଏଣ୍ଟସ୍‌ – ୯୦ ଲକ୍ଷ ଟଙ୍କା
ଇଶାନ୍ତ ଶର୍ମା – ବିକ୍ରି ହୋଇନାହାନ୍ତି
ଖାଲିଦ ଅହମ୍ମଦ – ଦିଲ୍ଲୀ କ୍ୟାପିଟାଲ୍ସ – ୫.୨୫ କୋଟି ଟଙ୍କା
ଦୁଷ୍ମାନଥା ଚାମିରା – ଲକ୍ଷୌ୍ନ ସୁପର ଜିଆଣ୍ଟସ୍‌ – ୨ କୋଟି ଟଙ୍କା
ଲୁଙ୍ଗି ନିଗିଡି – ବିକ୍ରି ହୋଇନାହାନ୍ତି
ଚେତନ ସାକାରିଆ – ଦିଲ୍ଲୀ କ୍ରାପିଟାଲ୍ସ – ୪.୨୦ କୋଟି ଟଙ୍କା
ସନ୍ଦୀପ ଶର୍ମା – ପଞ୍ଜାବ କିଙ୍ଗସ୍‌ – ୫୦ ଲକ୍ଷ ଟଙ୍କା
ନବଦୀପ ସାଇନି – ରାଜସ୍ଥାନ ରୟାଲ୍ସ – ୨.୬୦ କୋଟି ଟଙ୍କା
ଶେଲଡନ୍‌ କୋଟ୍ରେଲ୍‌ – ବିକ୍ରି ହୋଇନାହାନ୍ତି
ଜୟଦେବ ଉନାଦକତ – ମୁମ୍ବାଇ ଇଣ୍ଡିଆନ୍ସ – ୧.୩୦ କୋଟି ଟଙ୍କା
ନାଥାନ୍‌ କୁଲଟର-ନାଇଲ୍‌ – ବିକ୍ରି ହୋଇନାହାନ୍ତି
ମାୟାନକ ମାର୍କଣ୍ଡେ – ମୁମ୍ବାଇ ଇଣ୍ଡିଆନ୍ସ – ୬୫ ଲକ୍ଷ ଟଙ୍କା
ଟାବ୍ରାଇଜ୍‌ ଶାମସି – ବିକ୍ରି ହୋଇନାହାନ୍ତି
କାଇସ୍‌ ଅହମ୍ମଦ – ବିକ୍ରି ହୋଇନାହାନ୍ତି
ଶାହାବାଜ ନାଦିମ – ଲକ୍ଷେ୍ନø ସୁପର ଜିଆଣ୍ଟସ୍‌ – ୫୦ ଲକ୍ଷ ଟଙ୍କା
ମହେଶ ଥେକ୍ସାନା – ଚେନ୍ନାଇ ସୁପର କିଙ୍ଗସ୍‌ – ୭୦ ଲକ୍ଷ ଟଙ୍କା
କର୍ଣ୍ଣ ଶର୍ମା – ବିକ୍ରି ହୋଇନାହାନ୍ତି
ଇଶ୍‌ ସୋଡି – ବିକ୍ରି ହୋଇନାହାନ୍ତି
ପୀୟୁଷ ଚାୱଲା – ବିକ୍ରି ହୋଇନାହାନ୍ତି
ବିରାଟ ସିଂ – ବିକ୍ରି ହୋଇନାହାନ୍ତି
ହିମାତ୍‌ ସିଂ – ବିକ୍ରି ହୋଇନାହାନ୍ତି
ସଚିନ୍‌ ବେବି – ବିକ୍ରି ହୋଇନାହାନ୍ତି
ହର୍ନୁର ସିଂ – ବିକ୍ରି ହୋଇନାହାନ୍ତି
ହିମାଂଶୁ ରାଣା – ବିକ୍ରୟ
ରିଙ୍କୁ ସିଂ – କୋଲକାତା ନାଇଟ୍‌ ରାଇଡର୍ସ – ୫୫ ଲକ୍ଷ ଟଙ୍କା
ମନନ୍‌ ଭୋହ୍ରା – ଲକ୍ଷେ୍ନø ସୁପର ଜିଆଣ୍ଟସ୍‌ – ୨୦ ଲକ୍ଷ ଟଙ୍କା
ରିକି ଭୁଇ – ବିକ୍ରି ହୋଇନାହାନ୍ତି
ଲଲିତ ଯାଦବ – ଦିଲ୍ଲୀ କ୍ୟାପିଟାଲସ- ୬୫ ଲକ୍ଷ ଟଙ୍କା
ରିପାଲ ପଟେଲ – ଦିଲ୍ଲୀ କ୍ୟାପିଟାଲସ – ୨୦ ଲକ୍ଷ ଟଙ୍କା
ୟଶ ଧୂଲ୍‌ – ଦିଲ୍ଲୀ କ୍ୟାପିଟାଲସ – ୫୦ ଲକ୍ଷ ଟଙ୍କା
ଏନ ତିଲକ ବର୍ମା – ମୁମ୍ବାଇ ଇଣ୍ଡିଆନ୍ସ – ୧.୭୦ କୋଟି ଟଙ୍କା
ମହିପାଲ ଲୋମର – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର – ୯୫ ଲକ୍ଷ ଟଙ୍କା
ଅନୁକୁଲ ରୟ – କୋଲକାତା ନାଇଟ୍‌ ରାଇଡର୍ସ – ୨୦ ଲକ୍ଷ ଟଙ୍କା
ଦର୍ଶନ ନାଲକାଣ୍ଡେ – ଗୁଜୁରାଟ ଟାଇଟାନ୍ସ – ୨୦ ଲକ୍ଷ ଟଙ୍କା
ବିକି ଓଷ୍ଟୱାଲ – ବିକ୍ରି ହୋଇନାହାନ୍ତି
ସଞ୍ଜୟ ଯାଦବ – ମୁମ୍ବାଇ ଇଣ୍ଡିଆନ୍ସ – ୫୦ ଲକ୍ଷ ଟଙ୍କା
ରାଜ ଅଙ୍ଗଦ ବାୱା – ପଞ୍ଜାବ କିଙ୍ଗସ୍‌ – ୨ କୋଟି ଟଙ୍କା
ରାଜବର୍ଦ୍ଧନନ୍‌ ହଙ୍ଗରଗେକର୍‌ – ଚେନ୍ନାଇ ସୁପର କିଙ୍ଗସ୍‌ – ୧.୫ କୋଟି ଟଙ୍କା
ଭାସୁ ଭ୍ୟାଟ୍‌ – ବିକ୍ରି ହୋଇନାହାନ୍ତି
ୟଶ ଠାକୁର – ବିକ୍ରି ହୋଇନାହାନ୍ତି
ଅର୍ଜାନ ନାଗସ୍ୱାଲା – ବିକ୍ରି ହୋଇନାହାନ୍ତି
ୟଶ ଦିନଲ – ଗୁଜୁରାଟ ଟାଇଟାନ୍ସ – ୩.୨ କୋଟି ଟଙ୍କା
ସିମରଜିତ ସିଂ – ଚେନ୍ନାଇ ସୁପର କିଙ୍ଗ୍ସ – ୨୦ ଲକ୍ଷ ଟଙ୍କା
ମୁଜତାବା ୟୁସୁଫ୍‌ – ବିକ୍ରି ହୋଇନାହାନ୍ତି
କୁଲଦୀପ ସେନ୍‌ – ବିକ୍ରି ହୋଇନାହାନ୍ତି
ଆକାଶ ସିଂ – ବିକ୍ରି ହୋଇନାହାନ୍ତି
ଫିନ୍‌ ଆଲେନ୍‌ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର – ୮୦ ଲକ୍ଷ ଟଙ୍କା
ଡିଭନ୍‌ କନୱେ – ଚେନ୍ନାଇ ସୁପର କିଙ୍ଗ୍ସ – ୧ କୋଟି ଟଙ୍କା
ଆଲେକ୍ସ ହେଲ୍ସ – ବିକ୍ରି ହୋଇନାହାନ୍ତି
ଇଭିନ୍‌ ଲୁଇସ୍‌ – ବିକ୍ରି ହୋଇନାହାନ୍ତି
କରୁଣ ନାୟାର -ବିକ୍ରି ହୋଇନାହାନ୍ତି
ରୋଭମାନ ପାୱେଲ – ଦିଲ୍ଲୀ କ୍ୟାପିଟାଲସ – ୨.୮ କୋଟି ଟଙ୍କା
ଜୋଫ୍ରା ଆର୍ଚର – ମୁମ୍ବାଇ ଇଣ୍ଡିଆନ୍ସ – ୮ କୋଟି
ରାସି ଭାନ୍‌ ଡେର୍‌ ଡୁସେନ୍‌ – ବିକ୍ରି ହୋଇନାହାନ୍ତି
ଚାରିଥ୍‌ ଆସାଲଙ୍କା – ବିକ୍ରି ହୋଇନାହାନ୍ତି
ରିଷି ଧାୱନ – ପଞ୍ଜାବ କିଙ୍ଗସ୍‌ – ୫୫ ଲକ୍ଷ ଟଙ୍କା
ଜର୍ଜ ଗାର୍ଟନ୍‌ – ବିକ୍ରି ହୋଇନାହାନ୍ତି
ଡେନ୍‌ ପ୍ରିଟୋରିୟସ୍‌ – ଚେନ୍ନାଇ ସୁପର କିଙ୍ଗସ୍‌ – ୫୦ ଲକ୍ଷ ଟଙ୍କା
ଶେର୍ଫନ୍‌ ରୁଦରଫୋର୍ଡ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର – ୧ କୋଟି ଟଙ୍କା
ଡାନିଏଲ୍‌ ସାମସ୍‌ – ମୁମ୍ବାଇ ଇଣ୍ଡିଆନ୍ସ – ୨.୬ କୋଟି ଟଙ୍କା
ମିଚେଲ ସାଣ୍ଟନର୍‌ – ଚେନ୍ନାଇ ସୁପର କିଙ୍ଗସ୍‌ – ୧.୯ କୋଟି ଟଙ୍କା
ରୋମାରିଓ ଶେଖର – ସନରାଇଜର୍ସ ହାଇଦ୍ରାବାଦ – ୭.୭୫ କୋଟି ଟଙ୍କା
ରହମାନୁଲ୍ଲା ଗୁରୁବାଜ – ବିକ୍ରି ହୋଇନାହାନ୍ତି
ବେନ୍‌ ମ୍ୟାକଡର୍ମଟ୍‌ -ବିକ୍ରି ହୋଇନାହାନ୍ତି
ଗ୍ଲେନ୍‌ ଫିଲିପ୍ସ – ବିକ୍ରି ହୋଇନାହାନ୍ତି
ଜେସନ ବେହେରେଣ୍ଡର୍ଫ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର – ୭୫ ଲକ୍ଷ ଟଙ୍କା
ନାଥାନ୍‌ ଏଲିସ୍‌ – ବିକ୍ରି ହୋଇନାହାନ୍ତି
ଫଜଲହାକ୍‌ ଫାରୁକି – ବିକ୍ରି ହୋଇନାହାନ୍ତି
ସିଦ୍ଧାର୍ଥ କୌଲ୍‌ – ବିକ୍ରି ହୋଇନାହାନ୍ତି
ଓବେଡ୍‌ ମ୍ୟାକକୋଇ -ବିକ୍ରି ହୋଇନାହାନ୍ତି
ଟାଇମଲ୍‌ ମିଲ୍ସ – ମୁମ୍ବାଇ ଇଣ୍ଡିଆନ୍ସ – ୧.୫ କୋଟି ଟଙ୍କା
ଆଡାମ ମିଲନେ – ଚେନ୍ନାଇ ସୁପର କିଙ୍ଗ୍ସ – ୧.୯୦ କୋଟି ଟଙ୍କା
ରିସ୍‌ ଟୋପଲି – ବିକ୍ରି ହୋଇନାହାନ୍ତି
ଆଣ୍ଡ୍ର୍ୟୁ ଟାଇ – ବିକ୍ରି ହୋଇନାହାନ୍ତି
ସନ୍ଦୀପ ୱାରିଅର୍‌ – ବିକ୍ରି ହୋଇନାହାନ୍ତି
ତନ୍ମୟ ଅଗ୍ରୱାଲ – ବିକ୍ରି ହୋଇନାହାନ୍ତି
ଟମ୍‌ କୋହଲିର୍‌-କ୍ୟାଡମୋର – ବିକ୍ରି ହୋଇନାହାନ୍ତି
ଶୁଭ୍ରାଂଶୁ ସେନାପତି – ଚେନ୍ନାଇ ସୁପର କିଙ୍ଗସ୍‌ – ୨୦ ଲକ୍ଷ ଟଙ୍କା
ଆପୋରଭ ୱାଙ୍ଖେଡେ – ବିକ୍ରି ହୋଇନାହାନ୍ତି
ଅଟାର୍ଭା ଆଙ୍କଲେକର – ବିକ୍ରି ହୋଇନାହାନ୍ତି
ଟିମ୍‌ ଡେଭିଡ୍‌ – ମୁମ୍ବାଇ ଇଣ୍ଡିଆନ୍ସ – ୮.୨୫ କୋଟି ଟଙ୍କା
ପ୍ରବୀଣ ଦୁବେ – ଦିଲ୍ଲୀ କ୍ୟାପିଟାଲସ – ୫୦ ଲକ୍ଷ ଟଙ୍କା
ପ୍ରେରକ ମଙ୍କଡ – ପଞ୍ଜାବ କିଙ୍ଗସ୍‌ – ୨୦ ଲକ୍ଷ ଟଙ୍କା
ସୁୟାଶ ପ୍ରଭାସେସାଇ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର – ୩୦ ଲକ୍ଷ ଟଙ୍କା
ରମଣଦୀପ ସିଂ – ବିକ୍ରି ହୋଇନାହାନ୍ତି
ବି ସାଇ ସୁଦର୍ଶନ୍‌ – ବିକ୍ରି ହୋଇନାହାନ୍ତି
ଅଥାର୍ଭା ଟାଇଡ୍‌ – ବିକ୍ରି ହୋଇନାହାନ୍ତି
ପ୍ରଶାନ୍ତ ଚୋପ୍ରା – ବିକ୍ରି ହୋଇନାହାନ୍ତି
ଧ୍ରୁଭ୍‌ ଜୁରେଲ୍‌ – ବିକ୍ରି ହୋଇନାହାନ୍ତି
ଆର୍ଯ୍ୟନ୍‌ ଜୁୟାଲ୍‌ – ବିକ୍ରି ହୋଇନାହାନ୍ତି
ଭାଇବାଭ ଆରୋରା – ପଞ୍ଜାବ କିଙ୍ଗସ୍‌ – ୨ କୋଟି ଟଙ୍କା
ମୁକେଶ ଚୌଧୁରୀ – ଚେନ୍ନାଇ ସୁପର କିଙ୍ଗସ୍‌ – ୨୦ ଲକ୍ଷ ଟଙ୍କା
ରସିକ ଦାର – କୋଲକାତା ନାଇଟ୍‌ ରାଇଡର୍ସ – ୨୦ ଲକ୍ଷ ଟଙ୍କା
ବେନ୍‌ ଡାର୍ଶ୍ୱିସ୍‌ – ବିକ୍ରି ହୋଇନାହାନ୍ତି
ପଙ୍କଜ ଜସୱାଲ – ବିକ୍ରି ହୋଇନାହାନ୍ତି
ମୋହସିନ୍‌ ଖାନ୍‌ – ଲକ୍ଷେ୍ନø ସୁପର ଜିଆଣ୍ଟସ୍‌ – ୨୦ ଲକ୍ଷ ଟଙ୍କା
ଚାମା ମିଲିନ୍ଦ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର – ୨୫ ଲକ୍ଷ ଟଙ୍କା
ମାୟଙ୍କ ଯାଦବ – ବିକ୍ରି ହୋଇନାହାନ୍ତି
ତେଜସ୍‌ ବାରୋକା – ବିକ୍ରି ହୋଇନାହାନ୍ତି
ଯୁବରାଜ ଚୁଡାସାମା – ବିକ୍ରି ହୋଇନାହାନ୍ତି
ପ୍ରଶାନ୍ତ ସୋଲାଙ୍କି – ଚେନ୍ନାଇ ସୁପର କିଙ୍ଗସ୍‌ – ୧.୨୦ କୋଟି ଟଙ୍କା
ମିଡୁନ୍‌ ସୁଦର୍ଶନ – ବିକ୍ରି ହୋଇନାହାନ୍ତି
ମାର୍ଟିନ୍‌ ଗୁପ୍ତ -ବିକ୍ରି ହୋଇନାହାନ୍ତି

Comments (0)
Add Comment