ଦୁର୍ବୃତ୍ତ ପୋଡ଼ିଦେଲେ ଅଟୋ

ପୁରୀ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର କଦଳୀବାଡିପାଟଣାରେ ଦୁର୍ବୃତ୍ତ ପୋଡ଼ିଦେଲେ ଅଟୋ । ଏହି ଅଞ୍ଚଳର ରାଜେନ୍ଦ୍ର ଜେନାଙ୍କ ଭଡ଼ା ଅଟୋ ଦୁର୍ବୃତ୍ତ ପୋଡ଼ିଦେଇଥିବା ଅଭିଯୋଗ ହୋଇଛି । ଏ ନେଇ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି । ତାଙ୍କ ସମ୍ପର୍କୀୟ ଭିଣେଇ ଏହି କାଣ୍ଡ କରିଥିବା ସେ ସନ୍ଦେହ କରୁଛନ୍ତି ।ଏଭଳିକି ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ।

Comments (0)
Add Comment