ଭୁବନେଶ୍ବର,୨୯।୧୧ : ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପିଅନ। ପଞ୍ଚାୟତସ୍ତରୀୟ ପ୍ରଶାସନିକ କାର୍ଯ୍ୟକୁ ଉନ୍ନତ କରିବା ପାଇଁ ଗ୍ରାମ ପଞ୍ଚାୟତ ପିଅନ” ନାମକ ଏକ ନୂତନ ପଦବୀକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ମାସିକ ଦରମା ୧୩ ହଜାର ୧୬୦ ଟଙ୍କା ରଖାଯାଇଛି।