ଗଜପତି ଜିଲ୍ଲାରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର

ଭୁବନେଶ୍ୱର : ଆଜିଠୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଗଜପତି ଜିଲ୍ଲାର ୭ଟି ଜୋନରେ ଆଜି ଭୋଟ ଗଣତି ଚାଲିଛି । ପ୍ରାଥମିକ ଟ୍ରେଣ୍ଡରେ ଶାସକ ବିଜେଡି ୨ଟି ଜୋନରେ ଆଗୁଆ ଥିବା ବେଳେ ବିଜେପି ୧ଟି ଜୋନରେ ଆଗରେ ରହିଛି । ସେହିପରି କଂଗ୍ରେସ ୨ଟି ଜୋନରେ ଆଗୁଆ ରହିଛି । ବିଜେପି କାଶିନଗର ବ୍ଲକର ଜୋନ-୧ରେ ଆଗୁଆ ଥିବା ବେଳେ ବିଜେଡି ମୋହନା ବ୍ଲକ ଜୋନ-୮ ଓ ରାୟଗଡ ବ୍ଲକ ଜୋନ ୧୩ରେ ଆଗୁଆ ରହିଛି । ସେହପରି ବିଜେପି କାଶିନଗର ବ୍ଲକର ଜୋନ ୧ରେ ଆଗୁଆ ରହିଛି ।

Comments (0)
Add Comment