ଆସିଲା ଜୟ ଢୋଲକିଆଙ୍କ ପ୍ରତିକ୍ରିୟା, କହିଲେ ଏହି ବଡ କଥା

ଭୁବନେଶ୍ୱର : ନୂଆପଡ଼ାରେ ବିଜେପିର ଦମ୍‌ଦାର ପ୍ରଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କହିଲେ ବାପାଙ୍କ ଉପରେ ଯେତିକି ବିଶ୍ୱାସ ଥିଲା ତାଠାରୁ ଅଧିକ ବିଶ୍ୱାସ ମୋ ଉପରେ ଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ । ନୂଆପଡ଼ାରେ ଜାରି ରହିଛି ଭୋଟ ଗଣତି । ୧୪ ତମ ଗଣତି ସୁଦ୍ଧା ୬୮୫୬୪ ଭୋଟରେ ଆଗୁଆ ରହିଥିଲା ବିଜେପି ।

Comments (0)
Add Comment