ଭୁବନେଶ୍ୱର: ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଆଇଏଏସ, ଆଇପିଏସ ଓ ଆାଇଏଫଏସ ପଦବୀ ଖାଲି ନେଇ ସୂଚନା ଦେଇଛନ୍ତି ।
ବିଧାନସଭାରେ ଲିଖିତ ଉତ୍ତର ରଖିବା ସହ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ୪୬ ଆଇଏଏସ, ୬୭ ଆଇପିଏସ ଓ ୭୦ ଆଇଏଫଏସ ପଦବୀ ଖାଲି ପଡ଼ିଛି ।