ବଡ଼ ବିଜୟ ଅଭିମୁଖେ ଜୟ ଢ଼ୋଲକିଆ

ନୂଆପଡା: ନୂଆପଡ଼ା ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଥିବା ବେଳେ ଭାଜପା ପ୍ରାର୍ଥୀ ଜୟ ଢ଼ୋଲକିଆ ଏକ ବଡ଼ ବିଜୟ ଅଭିମୁଖେ ଅଗ୍ରସର ହେଉଛନ୍ତି। ପ୍ରାରମ୍ଭିକ ରାଉଣ୍ଡ୍‌ରୁ ସେ ଯେଉଁ ବ୍ୟବଧାନରେ ଆଗେଇଥିଲେ, ତାହା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ସପ୍ତମ ରାଉଣ୍ଡ୍ ଶେଷ ସୁଦ୍ଧା ଜୟ ଢ଼ୋଲକିଆ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୨୫,୩୪୬ ଭୋଟ୍‌ରେ ଆଗୁଆ ଅଛନ୍ତି।

Comments (0)
Add Comment