ଭୁବନେଶ୍ୱର: ରାମଚନ୍ଦ୍ର ମେହେର ସମ୍ବଲପୁର ଜିଲ୍ଲା ବିଜେପି ସଭାପତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାମଚନ୍ଦ୍ର ମେହେରଙ୍କୁ ସମ୍ବଲପୁର ଜିଲା ବିଜେପି ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ଦଳ ପକ୍ଷରୁ ପ୍ରେସ ଇସ୍ତାହାର ଜରିଆରେ ସୂଚନା ଦିଆଯାଇଛି।