ଗୁମ୍ମା ପଞ୍ଚାୟତରେ ବିଜେଡିର ଜୋରସର ପ୍ରଚାର

ପାରଳାଖେମୁଣ୍ଡି,: ଆଜି ଗୁମ୍ମା ବ୍ଲକ ର ଗୁମ୍ମା ପଞ୍ଚାୟତ ରେ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତିଭାବେ ବରିଷ୍ଟ ନେତା ଡ . ତିରୁପତିପାଣିଗ୍ରାହୀ ,ଯୁବନେତା ଇଂ ରୂପେଶ ପାଣିଗ୍ରାହୀ,ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ ,ଏ. ବିଜୟକୁମାର , ଓ ଦେବୀପ୍ରସାଦ ପଟନାୟକ ପ୍ରମୁଖ ବିଜେଡି ସମର୍ଥିତ ଜୋନ -୪ ଜିଲ୍ଲାପରିଷଦ ପ୍ରାଥୀନି ଶ୍ରୀମତି ସନ୍ଧ୍ୟା ଶବରଙ୍କ ପାଇଁ ପ୍ରଚାର କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାରେ ସୋହଯୋଗ କରିଥିଲେ ।

Comments (0)
Add Comment