ଦ୍ୱିତୀୟ ଦିନରେ ପୁରୀ ଜିଲ୍ଲାରେ ବିଜେଡି ଆଗୁଆ

ପୁରୀ : ପୁରୀ ଜିଲ୍ଲା ପଞ୍ଚାୟତ ନିର୍ବାଚନ ଗଣତିର ଦ୍ୱିତୀୟ ଦିନରେ ବିଜେଡି ଚାରୋଟି ଜିଲ୍ଲା ପରିଷଦ ଆସନରେ ଆଗୁଆ ଥିବା ବେଳେ ବିଜେପି ଦୁଇଟିରେ ଆଗୁଆ ରହିଛି । ବ୍ରହ୍ମଗିରିର ୨୯ନମ୍ବର ଜୋନ ଓ ପୁରୀ ସଦର ୨୬ନମ୍ବର ଜୋନରେ ବିଜେପି ଆଗରେ ଥିବା ବେଳେ ଅସ୍ତରଙ୍ଗ ୨ନମ୍ବର, ଗୋପର ୧୨ନମ୍ବର ଜୋନ, ଡେଲାଙ୍ଗର ୧୬ନମ୍ବର ଜୋନ ଓ ନିମାପଡାର ୧୯ନମ୍ବର ଜୋନରେ ବିଜେଡି ଆଗରେ ଅଛି ।

Comments (0)
Add Comment