ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥକାଠ

ପୁରୀ: ଗୁରୁବାର ସଂଧ୍ୟାରେ ରଥ ଖଳାରେ ପହଞ୍ଚିଛି ସପ୍ତମ ପର୍ଯ୍ୟାୟ ରଥ କାଠ । ସମୁଦାୟ ୬ଟି ୨୦ଫୁଟିଆ ଧଉରା ଓ ଗୋଟିଏ ୨୦ଫୁଟିଆ ସିମିଳି କାଠ ଗଣ୍ଡି ଟ୍ରକ ଯୋଗେ ପୁରୀରେ ପହଞ୍ଚିଛି । ଗଞ୍ଜାମର ତାର୍ଶିଂ ବନଖଣ୍ଡ ରୁ ୫ତି ଧଉରା, ବୌଦ୍ଧର ମାନମୁଣ୍ଡାରୁ ଗୋଟିଏ ଧଉରା ଏବଂ ନୟାଗଡ଼ର ଶରଣକୁଳ ବନଖଣ୍ଡରୁ ଗୋଟିଏ ସିମିଳି କାଠ ଆସି ରଥ ଖଳାରେ ପହଞ୍ଚିଥିବା ରଥ ତତ୍ୱାବଧାରକ୍‌ ସୁଦର୍ଶନ ମେକାପ କହିଛନ୍ତି ।

Comments (0)
Add Comment