ସାର ବଣ୍ଟନ ସମସ୍ୟା: ସମବାୟ ବିଭାଗ ପକ୍ଷରୁ କଡା ନିର୍ଦ୍ଦେଶ ଜାରି

ଭୁବନେଶ୍ବର: ସାର ବଣ୍ଟନ ସମସ୍ୟାକୁ ନେଇ ସମବାୟ ବିଭାଗ ପକ୍ଷରୁ କଡା ନିର୍ଦ୍ଦେଶ ଜାରି ହୋଇଛି। ସମସ୍ତ ପ୍ୟାକ୍ସକୁ ନିଜର ଲାଇସେନ୍ସ ନବୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାର ବଣ୍ଟନକୁ ପ୍ରାଥମିକତା ଦେଇ ସାର ବଣ୍ଟନକୁ ପ୍ୟାକ୍ସ ଗୁରୁତ୍ୱ ଦେଉ ବୋଲି ନିର୍ଦ୍ଦେଶରେ କୁହାଯାଇଛି। 

Comments (0)
Add Comment