ନୂଆପଡାରେ ଫୁଟିଲା ପଦ୍ମ, ତୃତୀୟ ସ୍ଥାନରେ ବିଜେଡି

ନୂଆପଡା-ନୂଆପଡା ଉପ ନିର୍ବାଚନାରେ ବିଜେପିର ବଡ ବିଜୟ ହୋଇଛି । ଦଳର ପ୍ରାର୍ଥୀ ଜୟ ଢୋଲକିଆ ରେକର୍ଡ ଭୋଟ୍ ମାର୍ଜିନରେ ବିଜୟ ଲାଭ କରିଛନ୍ତି । ବିଜେପି ପ୍ରାର୍ଥୀ ଶ୍ରୀ ଢୋଲକିଆ 123869 ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ 38408 ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ 40121 ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

Comments (0)
Add Comment