ବିଭିନ୍ନ ବୁଥ୍‌ ବୁଲୁଛନ୍ତି ସ୍ନେହାଙ୍ଗିନୀ

ନୂଆପଡା: ଆଜି ନୂଆ ନେତା ବାଛୁଛନ୍ତି ନୂଆପଡାବାସୀ । ସକାଳୁ ଶୀତରେ ବି ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ଭିଡ଼ ପରିଲିଖିତ ହୋଇଛି । ନୂଆପଡାରେ ସ୍ନେହାଙ୍ଗିନୀ ଭୋଟ ଦେଉନାହାଁନ୍ତି କିନ୍ତୁ ବିଭିନ୍ନ ବୁଥ୍‌ ବୁଲୁଛନ୍ତି । ସ୍ନେହାଙ୍ଗିନୀ ଏଠାରେ ଭୋଟ୍‌ ଦେଇନଥିବା ବେଳେ ସଖୀ ମତଦାନ କେନ୍ଦ୍ରରେ ପହଞ୍ଚି କିଭଳି ମତଦାନ ଚାଲିଛି ତାହାର ତଦାରଖ କରିଛନ୍ତି । ଆଗକୁ ଆସି ସାମ୍ବିଧାନିକ ଅଧିକାରରେ ସାମିଲ ହୋଇ ଅଧିକ ମାତ୍ରାରେ ଭୋଟ ଦାନ କରିବାକୁ ସେ ଅପିଲ କରିଛନ୍ତି ।

Comments (0)
Add Comment