ଭୁବନେଶ୍ୱର: ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ନିଲମ୍ବିତ। ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକଙ୍କୁ ନିଲମ୍ବିତ କରାଯାଇଛି। ବିଞ୍ଜେଶ ରଞ୍ଜନଙ୍କୁ ରାଜସ୍ବ ବିଭାଗ ନିଲମ୍ବନ କରିଥିବା ଜଣାପଡ଼ିଛି। ସେ ଜଟଣୀ ସବ ରେଜିଷ୍ଟ୍ରାର ଥିବାବେଳେ ବେଆଇନ କାମ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି।