କଣ୍ଟାମାଳ ଥାନା ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ


ବୌଦ୍ଧ,୫/୧ – ମାହାଙ୍ଗା ବ୍ଲକର ଦୁଇ ବିଜେପି ନେତାଙ୍କୁ ହତ୍ୟା ଘଟଣା ରେ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସମ୍ପୃକ୍ତି ନେଇ ଆଜି କଣ୍ଟାମାଳ ଥାନା ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପଦର୍ଶନ କରିବାସହ ମନ୍ତ୍ରୀ ପ୍ରତାପ ଜେନା ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି | ଏଥିରେ କଣ୍ଟାମାଳ ର ଯୁବ ବିଜେପି ନେତା ଓମପ୍ରକାଶ ମିଶ୍ର, ନିରଞ୍ଜନ କର୍ଣ ଏବଂ ବିଜେପି କର୍ମୀ ମାନେ ଉପସ୍ଥିତ ରହିଥିଲେ ଏବଂ ତୁରନ୍ତ ଅପରାଧୀ ଗିରଫ କରିବାପାଇଁ ବିଭିନ୍ନ ନାରlବାଜି ଦେଇଥିଲେ |

Comments (0)
Add Comment