ବାଗେଡ଼ିଆ ଧର୍ମଶାଳାକୁ ନିଜ ଦଖଲକୁ ନେଲା ଜିଲ୍ଲା ପ୍ରଶାସନ

ପୁରୀ : ଶ୍ରୀମନ୍ଦିର ସମ୍ମୁଖ ନିକଟସ୍ଥ ବାଗେଡ଼ିଆ ଧର୍ମଶାଳାକୁ ନିଜ ଦଖଲକୁ ନେଲା ଜିଲ୍ଲା ପ୍ରଶାସନ । ସରକାରୀ ଖାତାରେ ରହିଥିବା ଏହି ଧର୍ମଶାଳାର ଜାଗା ଓ ଘରକୁ ନିଜ ଦଖଲକୁ ନେଇଛି ପ୍ରଶାସନ । ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଦଖଲ କରାଯାଇଥିବା ସୂଚନା । ପରବର୍ତ୍ତୀ ସମୟରେ ଏହି ସ୍ଥାନରେ ବିଭିନ୍ନ ପ୍ରକଳ୍ପ କରାଯିବା ବୋଲି ସୂଚନା ଦେଇଛନ୍ତି ତହସିଲଦାର ରବୀନ୍ଦ୍ର କୁମାର ପ୍ରଧାନ ।

Comments (0)
Add Comment