ବାତ୍ୟା କ୍ଷତିଗ୍ରସ୍ତ ପରିବାରକୁ ୭ ଦିନ ରିଲିଫ

ବାତ୍ୟା କ୍ଷତିଗ୍ରସ୍ତ ପରିବାରକୁ ସାତ ଦିନ ରିଲିଫ
ଭୁବନେଶ୍ୱର,୨୬/୫ :ବାତ୍ୟା ୟସ ପ୍ରଭାବିତ ୧୨୮ଟି ଗ୍ରାମର ସବୁ ପରିବାରକୁ ସପ୍ତାହେ ରିଲିଫ ଯୋଗେଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ସହିତ ସେ ବାତ୍ୟା ପରିଚାଳନାରେ ସହଯୋଗ କରିଥିବା ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛନ୍ତି ।

Comments (0)
Add Comment