ଷ୍ଟେସନରେ ଚା’ ପିଇଲେ କେନ୍ଦ୍ର ରେଳ ମନ୍ତ୍ରୀ

ଝାରସୁଗୁଡ଼ା: ଦୁଇଦିନିଆ ଝାରସୁଗୁଡ଼ା ଗସ୍ତରେ ଆସି ଆଜି ସକାଳେ ଝାରସୁଗୁଡ଼ା ରେଳ ଷ୍ଟେସନ ବୁଲି ଦେଖିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଷ୍ଟେସନରେ ଚା’ ଓ ବିସ୍କୁଟ ଖାଇବା ବେଳେ ଉଠା ଦୋକାନୀଙ୍କ ସହ କଥା ହୋଇଛନ୍ତି ରେଳମନ୍ତ୍ରୀ। ସ୍ଥିତି ଅନୁଧ୍ୟନ କରିବା ସହ ବିଭିନ୍ନ ବିଷୟରେ ପଚାରି ବୁଝିଛନ୍ତି ଓଡ଼ିଶାରୁ ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ୱିନୀ ବୈଷ୍ଣବ।

Comments (0)
Add Comment