ଗଜପତିରେ ପୁଣି ୯୭କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣୀରୁ ୧୦ ଜଣ,ଗୁମ୍ମା ବ୍ଳକରୁ ୩ଜଣ,ରାୟଗଡ଼ ବ୍ଳକରୁ ୫ଜଣ,ପାରଳା ପୌର ପରିଷଦରୁ ୫୮ ଜଣ, ଆର.ଉଦୟଗିରି ବ୍ଳକରୁ ୮ଜଣ କାଶୀନଗର ବ୍ଳକରୁ ୮ ଜଣ ଚିହ୍ନଟ ହୋଇଥିବା ବେଳେ ମୋହନା ବ୍ଲକ ୫ଜଣ ହୋଇଛନ୍ତି । ପଜିଟିଭି ଚିହ୍ନଟ ହେବା ପରେ ସେମାନଙ୍କୁ ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ବୋଲି ଗଜପତି ଜିଲ୍ଲା ପାଳ ଅନୁପମ ସାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Comments (0)
Add Comment