ଖୋର୍ଦ୍ଧା ଓ କଟକରେ ଅନ୍‌ଲକ୍‌ ସମ୍ଭାବନା କମ୍‌

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ କମିଛି । କିନ୍ତୁ ଯେତେ ପରିମାଣର ଆଶା କରାଯାଉଥିଲା , ସେତେ ପରିମାଣରେ କମିନି ସଂକ୍ରମଣ । ଓଡିଶାରେ ଏବଂ ୧୬ଶହରୁ ୧୭ଶହରେ ସ୍ଥିର ରହିଛି ଦୈନିକ ସଂକ୍ରମଣ । ଖାସ୍‌ କରି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ୩ ଅଙ୍କ ତଳକୁ ଆସୁନି । ତେଣୁ ଏଠାରେ ସଂପୂର୍ଣ୍ଣ କରିବାର ସମ୍ଭାବନା କମ୍‌ ରହୁଛି । ସ୍ଥିତି, ସମୟ, ସଂକ୍ରମଣର ପରିସ୍ଥିତିକୁ ଅନୁଧ୍ୟାନ କରି ଅନଲକ୍‌ ନିଷ୍ପତ୍ତି ନିଆଯିବା ବୋଲି ଡିଏମ୍‌ଟି ସିବିକେ ମହାନ୍ତି କହିଛନ୍ତି ।

Comments (0)
Add Comment