ବଲାଙ୍ଗୀର,୨୩/୧୧ – ବରଗଡ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଜୁନିଅର ଆକାଉଣ୍ଟାଣ୍ଟ କମ୍ଭୁପାଣି ମିଶ୍ରଙ୍କ ବଲାଙ୍ଗୀର ସ୍ଥିତ ବାସଭବନ ଠାରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଆଭିଯୋଗରେ ଏକା ସାଙ୍ଗରେ ବରଗଡ, ସୋନପୁର ଆଦି ତାଙ୍କ ଭଡାଘର, କାର୍ଯ୍ୟାଳୟରେ ତଦନ୍ତ ଚାଲୁଥିବା ସୂଚନା ଦିଆଯାଇଛି ।