ଆକାଶମାର୍ଗରୁ ବାତ୍ୟାସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗେପାସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟସ ତାଣ୍ଡବ ରଚି ଓଡିଶା ସୀମା ଅତିକ୍ରମ କରିଯିବା ପରେ ହୋଇଥିବା ତଦ୍‌ଜନୀତ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏରିଅଲ ସର୍ଭେ କରିଥିଲେ ।

ଅପରାହ୍ମରେ ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ଉତ୍ତର ଓଡିଶାର ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜର ବାତ୍ୟାଜନୀତ କ୍ଷୟକ୍ଷତିକୁ ଅନୁଧ୍ୟାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏରିଏଲ ସର୍ଭେ ସଂପର୍କରେ ରାଜ୍ୟସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି ।

Comments (0)
Add Comment