୧୮ରୁ ୪୪ବର୍ଷ ବୟସ୍କଙ୍କୁ ଦିଆଯିବ ଟିକା, ୨୨ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଏସିଏସ୍‌

  • ୩ଟି ପର୍ଯ୍ୟାୟରେ ୬ଲକ୍ଷ ୪୫ ହଜାର ୭୯୦ କୋଭିସିଲ୍ଡ ଟିକା ଆସିବ
  • ଟିକାକରଣ ପାଇଁ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳଙ୍କୁମାନଙ୍କୁ ଚିଠି ଲେଖିଲେ ଏସ୍‌ଏସିଏସ୍‌
  • ପୌର ପରିଷଦ ଓ ଏନଏସି ଅଞ୍ଚଳରେ ଦିଆଯିବ ଟିକା
  • ବିଦେଶ ଯିବାକୁ ଥିବା ଶିକ୍ଷାର୍ଥୀ ଓ ଖେଳାଳିଙ୍କୁ ଦିଆଯିବ
Comments (0)
Add Comment