ଇଓଙ୍କ ଘରେ ଭିଜିଲାନ୍ସ ଚଢଉ

ସୋନପୁର:ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ବ୍ଲକ ଚେରୁପାଲି ପଞ୍ଚୟାତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ମେହେରଙ୍କ ସୋନପୁର ସହର ସ୍ଥିତ ବାସଭବନରେ ଭିଜିନାଲନ୍ସ ଚଢାଉ । ଆୟବର୍ହିଭୁତ ସମ୍ପିତି ଠୁଳ ଅଭିଯୋଗରେ ଏକ କାଳିନ ତାଙ୍କ ଚେରୁପାଲି ପଞ୍ଚାୟତ କାର୍ଯ୍ୟାଳୟ ଏବଂ ସୋନପୁର ସହରର ସ୍ଥିତ ମଣିକେଶ୍ୱରୀ ପଡାରେ ଥିବା ତାଙ୍କ ଘରେ ଚଢାଉ ଚାଲିଛି । ସମ୍ବଲପୁର ଭିଜିଲାନ୍ସ ଡି ଏସ ପି ଦାଶରଥି ସେଠୀଙ୍କୁ ନୋତୃତ୍ୱରେ ୧୮ ଜଣିଅ।। ଭିଜିଲାନ୍ସ ଟିମ୍ ଏଇ ଚଢ଼ାଉରେ ବ୍ୟସ୍ତ ଅଛନ୍ତି । ତାଙ୍କର ଆୟ ବର୍ହିଭୁତ ସମ୍ପତି ତାଲିକା ପସ୍ତୁତ ଚାଲିଛି ସବିଶେଷ ସମ୍ପତି ତଲିକା ଜଣପଡିନାହିଁ ।

Comments (0)
Add Comment