ଗଜପତିରେ ପୁଣି 19 ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା I ଗୋଶାଣୀ ବ୍ଳକରୁ 2 ଜଣ,ନୂଆଗଡ ବ୍ଳକରୁ 2 ଜଣ,ପାରଳା ପୌର ପରିଷଦରୁ 10 ଜଣ ଗୁମ୍ମା ବ୍ଳକରୁ ଜଣେ, ମୋହନା ବ୍ଳକରୁ ଜଣେ, ଆର ଉଦୟଗିରି ଜଣେ ଓ ଆନ୍ଧ୍ର ପ୍ରଦେଶରୁ 2 ଜଣେ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ ହେବା ପରେ କିଛି ଜଣଙ୍କୁ ହୋମଆସୋଲେସନ କୋଭିଡ଼ ହସ୍ପିଟାଲ/କୋଭିଡ କ୍ୟାୟରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଜପତି ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।