ଅସହାୟ ବ୍ୟକ୍ତିଙ୍କ ଶବସତ୍କାର ସ୍ୱେଚ୍ଛାସେବୀ ସଂଗଠନ

ବୌଦ୍ଧ : ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ଏକ ଅସହାୟ ବ୍ୟକ୍ତିଙ୍କର ଶବସତ୍କାର କରାଯାଇଛି । ଉକ୍ତ ବ୍ୟକ୍ତିଙ୍କର ନାମ ଭାସ୍କର ପ୍ରଧାନ ସେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ଅଂଚଳରେ ଭିକ୍ଷାବୃତ୍ତି କରି ଚଳୁଥିଲେ । ଗତ ତା ୧୭, ୦୮ ,୨୦ ରିଖ ରେ ତାଙ୍କର ଦେହ ଅସୁସ୍ଥ ହେବାରୁ କେହିଜଣେ ସହୃଦୟ ବ୍ୟକ୍ତି ଆଣି ବୌଦ୍ଧ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଉଥିଲା । ଏହି ଖବର ପାଇ ଆମ ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧର ସଦସ୍ୟ ରାମଚନ୍ଦ୍ର ମେହେର ମଳୟ ବାରିକ ବିକାଶ ମେହେର ଶିତେନ ବାରିକ ଓ ଇନ୍ଦ୍ରମଣି ମେହେର ବୌଦ୍ଧ ରାଜଘଟରେ ତାଙ୍କର ଶବକୁ ସତ୍କାର କରିଥିଲେ ।

Comments (0)
Add Comment