ଭଦ୍ରକ ଜିଲାର ଜଳଦେଶ ତଥା ତ୍ରିକୋଣ ଅଞ୍ଚଳ ଭାବେ ପରିଚିତ ଚାନ୍ଦବାଲି ବ୍ଲକର ଆରଡି, ତେନ୍ତୁଲିଡିହ, ମାଧପୁର, ସୁନ୍ଦରପୁର, ଓଳଗ, ନାନ୍ଦପୁର ଆଦି ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦ ନଦୀ କୂଳକୁ ଲାଗି ରହିଛି ମୁଆଁ, କୁଲିବିନ୍ଧା, ପାଲଟପୁର, ଶୀତଳପୁର, ଗରିପୁର, ଧାନଖଣିଆ, ତିନିତର ଆଦି ୨୦ରୁ ଉର୍ଦ୍ଧ୍ୱ ଗ୍ରାମରେ ଏବେ ବନ୍ୟା ଭୟ ସୃଷ୍ଟି ହୋଇଛି ।