ବୌଦ୍ଧ ସମେତ ୯ଟି ଜିଲ୍ଲାରେ ଆରମ୍ଭହେବ ନିଶାମୁକ୍ତି ଅଭିଯାନ

ଭୁବନଶ୍ୱେର,୧୮/୭ – ରାଜ୍ୟର ସମସ୍ତ ଜିଲ୍ଲାରେ ଅଗଷ୍ଟ ୧୫ ପୂର୍ବରୁ ଆରମ୍ଭ ହେବ ନିଶାମୁକ୍ତି ଅଭିଯାନ । ଏନେଇ ସବୁ ଜିଲ୍ଲାକୁ ୧୦ଲକ୍ଷ ଟଙ୍କା ଦିଆଯିବ ବାକି ରାଜ୍ୟସ୍ତରୀୟ ୨୦ଲକ୍ଷ ଟଙ୍କା ଦିଆଯିବ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ କଟକ, ମାଲକାନାଗିରି, ଅନୁଗୁଳ, ବୌଦ୍ଧ, ଦେବଗଡ, ଗଜପତି, କନ୍ଧମାଳ, ପୁରୀ, ରାୟଗଡା ଓ ସମ୍ବଲପୁର ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହେବ ।

Comments (0)
Add Comment