ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ପଳାଶପଲ୍ଲୀ ଠାରେ ଭୟଙ୍କର ଅଗ୍ନିକାଣ୍ଡରେ ନିଜର ଜୀବିକା ହରାଇ ଥିବା ବନ୍ଧୁମାନଙ୍କୁ ଭେଟି ସମସ୍ୟା ବୁଝିବା ସହ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ।
ଆଗାମୀ ଦିନରେ ପ୍ରଶାସନ ସହ ଯୋଗାଯୋଗ କରି ସମସ୍ୟା ସମାଧାନ ପାଇଁ ପ୍ରୟାସ କରିବେ ବୋଲି ସାଂସଦ ମହୋଦୟା ବ୍ୟକ୍ତ କରିଛନ୍ତି ।