ଅନୁଗୁଳ ଜିଲ୍ଲାରେ ବିଜେଡି ଆଗୁଆ

ଭୁବନେଶ୍ୱର : ଆଜିଠୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଅନୁଗୁଳ ଜିଲ୍ଲାର ୭ଟି ଜୋନରେ ଆଜି ଭୋଟ ଗଣତି ଚାଲିଛି । ପ୍ରାଥମିକ ଟ୍ରେଣ୍ଡରେ ଶାସକ ବିଜେଡି ୫ଟି ଜୋନରେ ଆଗୁଆ ଥିବା ବେଳେ ବିଜେପି ୨ଟି ଜୋନରେ ଆଗରେ ରହିଛି । ବିଜେଡି ଆଠମଲ୍ଲିକ, ଅନୁଗୁଳ, ତାଳଚେର, ବଅଁରପାଳ, କଣିହାଁ ରେ ଆଗୁଆ ଥିବା ବେଳେ ବିଜେପି କିଶୋରନଗର ଓ ଛେଣ୍ଡିପଦାରେ ଆଗରେ ରହିଛି ।

Comments (0)
Add Comment