ଗୌତମପାଲିକୁ ୭୨ ଘଣ୍ଟା ପାଇଁ ସଟ୍‌ ଡାଉନ ଘୋଷଣା କଲେ ସରପଞ୍ଚ

ବୌଦ୍ଧ/ଜହ୍ନାପଙ୍କ,୧୯/୯ – ଆଜି ବୌଦ୍ଧବ୍ଲକ ତେଲିବନ୍ଧ ପଞ୍ଚାୟତ ଗୌତମପାଲିରେ ୧୫ କରୋନା ପଜିଟିଭ ବାହାରିବା ପରେ ଜିଲ୍ଲାପାଳ କ୍ଷମତା ବଳରେ ସରପଞ୍ଚ ନଳିନୀ ପଲିଆ ଗୌତମପାଲି ଓ ଏହାର ୨୦୦ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି । କୌଣସି ଜରୁରୀ କାମ ନଥିଲେ କେହି ଘରୁ ନବାହାରିବାକୁ ସରପଞ୍ଚ ଅନୁରୋଧ କରିଛନ୍ତି । ଏଥିସହିତ ଆଜି ସକାଳେ ଗୌତମପାଲି ଗ୍ରାମକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି ।

Comments (0)
Add Comment