ବୌଦ୍ଧ,୨୭/୧୦- ବୌଦ୍ଧ ଜିଲ୍ଳା ପ୍ରଶାସନ, ପୋଲିସ ପ୍ରଶାସନ ଓ ପରିବହନ ବିଭାଗ ତରଫରୁ ଚାଲେଞ୍ଜ ମହିଳା ଦଣ୍ଡ ନୃତ୍ୟର ରାଣି (ରାଧା )ଚୁନି ବର୍ଗତିଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଉପଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର ସମ୍ମାନିତ କରିଥିଲେ । ଆଗାମୀ ଦିନରେ ଚୁନି ବର୍ଗତି ଦଣ୍ଡ ରନ୍ତରେ ସମ୍ମାନିତ କରାଯିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେଇଛନ୍ତି ।ଏଥିରେ ଟ୍ରଫିକ ସଚେତନତା ସଂଯୋଜକ ପଦ୍ମଲୋଚନ ଭୋସାଗର ସହଯୋଗ କରିଥିଲେ ।