ବୌଦ୍ଧ : ଆଜିବି କଲା ରେକର୍ଡ, ଜିଲ୍ଲାରେ ୩୬୫ କରୋନା ପଜିଟିଭ ଚିହ୍ନଟ, ରାୟପୁର ଗ୍ରାମରୁ ସର୍ବାଧିକ ୭୧ ଜଣ

ବୌଦ୍ଧ,୨୧/୫ – ଆଜି ପୁଣି ଉପରକୁ ଉଠିଛି କରୋନା ଗ୍ରାଫ । ଜିଲ୍ଲାରେ ଆଜି ୩୬୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ୩୬୫ କରୋନା ପଜିଟିଭ ମଧ୍ୟରୁ ବୌଦ୍ଧବ୍ଲକ୍‌ ଅଁଳାପାଲି ଗ୍ରାମ ପଞ୍ଚାୟତ ହିଲୁଙ୍ଗ ଗ୍ରାମରୁ ୨ ଜଣ, ଆମ୍ବଝରୀ ଗ୍ରାମ ପଞ୍ଚାୟତ ଗୋଛାପଡା ଗ୍ରାମରୁ ୧ ଜଣ, ବଢିଗାଁ ଗ୍ରାମରୁ ୩ ଜଣ ବଘିଆପଡା ଗ୍ରାମ ପଞ୍ଚାୟତ ନୂଆପାଲି ଗ୍ରାମରୁ ୧ ଜଣ, ବହିରା ଗ୍ରାମରୁ ୫ ଜଣ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ବୈଦ୍ୟନାଥପୁର୍‌ ଗ୍ରାମରୁ ୧ ଜଣ, ବାଉଁଶୁଣୀ ଗ୍ରାମରୁ ୫ ଜଣ, ଡିମିରିପାଲି ଗ୍ରାମରୁ ୯ ଜଣ, ଜମଘାଟୀ ଗ୍ରାମରୁ ୨୮ ଜଣ, ମଲିକପଡା ଖଣ୍ଡ ଜମି ଗ୍ରାମରୁ ୧ ଜଣ, ବୌଦ୍ଧ ବ୍ରିଜ ଛକରୁ ୬ ଜଣ, ବ୍ରାହ୍ମଣପାଲି ଗ୍ରାମ ପଞ୍ଚାୟତ ବିଜାପଦର୍‌ ଗ୍ରାମରୁ ୧୨ ଜଣ, ପିଙ୍ଗଲାବେଡା ଗ୍ରାମରୁ ୧ ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ ଗୋଛାପଡା ଗ୍ରାମରୁ ୧ ଜଣ, ଖୁଣ୍ଟ ବନ୍ଧ ଗ୍ରାମ ପଞ୍ଚାୟତ ଗୋବିନ୍ଦପୁର୍‌ ଗ୍ରାମରୁ ୨ ଜଣ ଓ ଶରଧାପୁର୍‌ ଓ ଜହ୍ନାପଙ୍କ ଗ୍ରାମରୁ ୧ ଜଣ ଲେଖାଏଁ, ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ନାରାୟଣନଗର ଗ୍ରାମରୁ ୧ ଜଣ, ମୁଣ୍ଡାପଡା ଗ୍ରାମ ପଞ୍ଚାୟତ କମିରା ଗ୍ରାମରୁ ୧ ଜଣ, ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଜାଲୋଇ, ମୁଣ୍ଡିପଦର, ରାଉତ ବାହାଲ୍‌ ଗ୍ରାମରୁ ୧ ଜଣ ଲେଖାଏଁ, ମୁର୍ଷୁଣ୍ଢିି ଗ୍ରାମ ପଞ୍ଚାୟତ ତେତେଲେଙ୍ଗା, ଗମ୍ଭାରୀ ପଦର ଓ ମୁର୍ଷୁଣ୍ଢି ଗ୍ରାମରୁ ୧ ଜଣ ଲେଖାଏଁ, ରକସା ଗ୍ରାମ ପଞ୍ଚାୟତ ଚାଉଁରିଆପଦର୍‌ ଗ୍ରାମରୁ ୨ ଜଣ ଓ ରକସା ଗ୍ରାମରୁ ୧ ଜଣ, ଶଗଡା ଗ୍ରାମ ପଞ୍ଚାୟତ ବାଲିଗୋରା ଗ୍ରାମରୁ ୧ ଜଣ, ତାଲସରଡା ଗ୍ରାମ ପଞ୍ଚାୟତ ସଂଗ୍ରାମପୁର୍‌ ଗ୍ରାମରୁ ୨୩ ଜଣ, ଟିକରପଡା ଗ୍ରାମ ପଞ୍ଚାୟତ ଟିକରପଡା ଗ୍ରାମରୁ ୨ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ବାମଣ୍ଡା ଗ୍ରାମ ପଞ୍ଚାୟତ ବାମଣ୍ଡା ଗ୍ରାମରୁ ୬ ଜଣ, ତାଳବାହାଲ୍‌ ଗ୍ରାମରୁ ୨ ଜଣ, ମେଣ୍ଡା ଓ ସୋମନାଥପୁର୍‌ ଗ୍ରାମରୁ ୧ ଜଣ ଲେଖାଏଁ, ବନ୍ଧାପଥର ଗ୍ରାମ ପଞ୍ଚାୟତ ବାଘପାଲି ଗ୍ରାମରୁ ୧ ଜଣ, ବାଣୀଭୂଷଣପୁର ଗ୍ରାମ ପଞ୍ଚାୟତ ଲୁଣ୍ଡୁରୁଜୋର୍‌ ଓ ମାର୍ଦ୍ଦିଙ୍ଗ ଗ୍ରାମରୁ ୧ ଜଣ ଲେଖାଏଁ ଓ ଠିଡିକାଜୋର୍‌ ଗ୍ରାମରୁ ୧୪ ଜଣ, ବୀରନରସିଂପୁର୍‌ ଗ୍ରାମରୁ ୧ ଜଣ, ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଗୁଣ୍ଡୁରୀସାହି ଗ୍ରାମରୁ ୨ ଜଣ ଓ ଛତ୍ରଙ୍ଗ ଗ୍ରାମରୁ ୧ ଜଣ, ଧଳପୁର୍‌ ଗ୍ରାମ ପଞ୍ଚାୟତ ପଲସା କୁଟୁଣୀ ଓ ଧଳପୁର୍‌ ଗ୍ରାମରୁ ୧ ଜଣ ଲେଖାଏଁ, ହରଭଙ୍ଗା ଗ୍ରାମ ପଞ୍ଚାୟତ ଭେଜିଗୋରା ଓ ବୁକେସିଙ୍ଗା ଗ୍ରାମରୁ ୧ ଜଣ ଲେଖାଏଁ, କରଞ୍ଜକଟା ଗ୍ରାମ ପଞ୍ଚାୟତ ତୁକୁଲୁଣ୍ଡା, ଲୋକାପଡା ଓ ସୋରିଷପଙ୍କାଲ୍‌ ଗ୍ରାମରୁ ୧ ଜଣ ଲେଖାଏଁ, କୁଶଙ୍ଗ ଗ୍ରାମରୁ ୪ ଜଣ, ପୀତାମ୍ବରପୁର୍‌ ଗ୍ରାମ ପଞ୍ଚାୟତ ଇନ୍ଦ୍ରପୁର୍‌ ଗ୍ରାମରୁ ୧୧ ଜଣ, ପୁରୁଣାକଟକ ଗ୍ରାମରୁ ୨ ଜଣ, ରାଧାନଗର ଗ୍ରାମ ପଞ୍ଚାୟତ ବଡ଼ବାଗବର୍‌ ଗ୍ରାମରୁ ୩ ଜଣ, ଚନ୍ଦନ ନଗର ଗ୍ରାମରୁ ୬ ଜଣ, ରାୟପୁର ଗ୍ରାମରୁ ୭୧ ଜଣ, ସାଂପୋଚ ଗ୍ରାମରୁ ୧ ଜଣ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ମଲିକପଡା ଗ୍ରାମରୁ ୨ ଜଣ, ବିଶିପାଲି ଗ୍ରାମରୁ ୧ ଜଣ, ସରସରା ଗ୍ରାମ ପଞ୍ଚାୟତ ସରସରା ଗ୍ରାମରୁ ୧ ଜଣ, ତିଲେଶ୍ୱର ଗ୍ରାମ ପଞ୍ଚାୟତ କୃଷ୍ଣପାଲି ଗ୍ରାମରୁ ୩୪ ଜଣ, ଟଭାପଦର ଗ୍ରାମରୁ ୩ ଜଣ, କଣ୍ଟାମାଳ ବ୍ଲକ୍‌ ବରଗାଁ ଗ୍ରାମ ପଞ୍ଚାୟତ ସୁର୍କାପାଙ୍ଗା ଗ୍ରାମରୁ ୧ ଜଣ, ବରଗୋଛା ଗ୍ରାମପଞ୍ଚାୟତ କଳା ଶୁଲିଆ ଓ ବରଗୋଛା ଗ୍ରାମରୁ ୧ ଜଣ ଲେଖାଏଁ, ବିଲାସପୁର ଗ୍ରାମ ପଞ୍ଚାୟତ ପଦର୍‌ପଡା ଗ୍ରାମରୁ ୪ ଜଣ, ଗମ୍ଭାରୀ ଗୋରା ଗ୍ରାମରୁ ୨ ଜଣ, ବଡ଼ ରାହାଜୋର୍‌, ବିଳାସପୁର ଓ ପାଣ୍ଡରୀପଡା ଗ୍ରାମରୁ ୧ ଜଣ ଲେଖାଏଁ, ଦପଲା ଗ୍ରାମ ପଞ୍ଚାୟତ ପରତଲା ଓ ଦପଲା ଗ୍ରାମରୁ ୧ ଜଣ ଲେଖାଏଁ, ଗୁଡଭେଲିପଦର୍‌ ଗ୍ରାମ ପଞ୍ଚାୟତ ଗୁଡଭେଲିପଦର୍‌ ଗ୍ରାମରୁ ୨ ଜଣ, ଉଚ୍ଚବାହାଲି, ଡଙ୍ଗାଝୋଲ ଓ ଜୟଦ ପୁର ଗ୍ରାମରୁ ୧ ଜଣ ଲେଖାଏଁ, ଯୋଗୀନ୍ଦ୍ରପୁର୍‌ ଗ୍ରାମ ପଞ୍ଚାୟତ ଯୋଗିନ୍ଦ୍ରପୁର୍‌ ଗ୍ରାମରୁ ୨ ଜଣ ଓ ସଦାନନ୍ଦପୁର୍‌ ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମରୁ ୩ ଜଣ, ଖଟଖଟିଆ ଗ୍ରାମ ପଞ୍ଚାୟତ ଦମାମୁଣ୍ଡା ଗ୍ରାମରୁ ୭ ଜଣ, ଖଟଖଟିଆ ଗ୍ରାମରୁ ୨ ଜଣ ଓ କୁମରକେଲି ଗ୍ରାମରୁ ୧ ଜଣ, ମନମୁଣ୍ଡା ଗ୍ରାମ୍‌ ପଞ୍ଚାୟତ ବାସୁଦେବପାଲି, ଜାମୁପାଲି, କପାସିରା ଗ୍ରାମରୁ ୨ ଜଣ ଲେଖାଏଁ, ଭାଲିଆ ପଦର ଓ ମନମୁଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ନାରାୟଣ ପ୍ରସାଦ ଗ୍ରାମ ପଞ୍ଚାୟତ ରୀଙ୍ଗାପଡା ଗ୍ରାମରୁ ୧ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ବଘିଆବାହାଲ୍‌ ଗ୍ରାମରୁ ୧ ଜଣ, ଡେଙ୍ଗପଦର୍‌ ଗ୍ରାମରୁ ୨ ଜଣ, ପଲସାଗୋରା ଗ୍ରାମରୁ ୩ ଜଣ, ରୁଣ୍ଡିମହୁଲ ଗ୍ରାମ ପଞ୍ଚାୟତ ଝାରଫେସ ଫେରେଡି ଗ୍ରାମରୁ ୧ ଜଣ, ଶିମିଳି ପଦର ଗ୍ରାମ ପଞ୍ଚାୟତ ପତ୍ରାପାଲି ଗ୍ରାମରୁ ୨ ଜଣ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ଧୁଙ୍ଗିୟା ପଦର ଗ୍ରାମରୁ ୨ ଜଣ, କୁଣ୍ଢିପଦର ଓ ଶୁଣ୍ଢିପଦର ଗ୍ରାମରୁ ୧ ଜଣ ଲେଖାଏଁ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ବାବୁସାହି ଗ୍ରାମରୁ ୩ ଜଣ, ବ୍ରିଜ ଛକ, ରାମେଶ୍ୱର ବିହାର, ବାପୁଜୀ ନଗର, ବୁଟୁପାଲି, ଖଲିଆ ବଗିଚା, ପୁରୁଣା ବ୍ଲକ୍‌ ଛକ, ଦୈନିକ ବଜାର, ମୁସଲିମପଡା ଆଦି ଅଞ୍ଚଳରୁ ୧ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

Comments (0)
Add Comment