ବୌଦ୍ଧ,୩୦/୫- ଆଜି ପୁଣି ବୌଦ୍ଧ ଜିଲ୍ଲାରେ ୧୭୭ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଆମ୍ବଝରୀ ଗ୍ରାମ ପଞ୍ଚାୟତ ଖଜୁରୀପଡା ଗ୍ରାମରୁ ୪ ଜଣ, ବଘିଆପଡା ଗ୍ରାମ ପଞ୍ଚାୟତ ଏରେଡା ଗ୍ରାମରୁ ୧ ଜଣ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଡିମିରିପାଲି ଗ୍ରାମରୁ ୧ ଜଣ, ମୁଣ୍ଡିପଦର ଗ୍ରାମରୁ ୧ ଜଣ, ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତ ତେତେଲେଙ୍ଗା ଗ୍ରାମରୁ ୨ ଜଣ ଓ କଣ୍ଟୁଆଣୀ ଗ୍ରାମରୁ ୧ ଜଣ, ଶଗଡା ଗ୍ରାମ ପଞ୍ଚାୟତ ଝଗଡଗାଡିଆ ଗ୍ରାମରୁ ୨ ଜଣ ଓ କନ୍ହରପଡା ଓ ରୁଗୁଡାପଡା ଗ୍ରାମରୁ ୧ ଜଣ ଲେଖାଏଁ, ତେଲିବନ୍ଧ ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତ ବାମଣ୍ଡା ଓ ତାଲବାହାଲ୍ ଗ୍ରାମରୁ ୧ ଜଣ ଲେଖାଏଁ, ବାଣୀଭୂଷଣପୁର ଗ୍ରାମ ପଞ୍ଚାୟତ କିତଙ୍ଗାପଡା, ଚାରିଛକ, ଲୁଣ୍ଡୁରୁଜୋର୍ ଓ ଠିଡିକାଜୋର୍ ଗ୍ରାମରୁ ୧ ଜଣ ଲେଖାଏଁ, ବୀରନରସିଂପୁର୍ ଗ୍ରାମ ପଞ୍ଚାୟତ ବିରାମଚନ୍ଦ୍ରପୁର ଗ୍ରାମରୁ ୯ ଜଣ, ବୀରନରସିଂପୁର୍ ଗ୍ରାମରୁ ୨ ଜଣ, ହାଟଗାଁ ଗ୍ରାମରୁ ୧ ଜଣ ଓ ନୂଆଁପଡା ଗ୍ରାମରୁ ୫ ଜଣ, ଧଳପୁରଗ୍ରାମ ପଞ୍ଚାୟତ ପରମାନନ୍ଦପୁର୍ ଗ୍ରାମରୁ ୧ ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ କରଞ୍ଜକଟା ଓ ଲକ୍ଷ୍ମଣପୁର୍ ଗ୍ରାମରୁ ୩ ଜଣ ଲେଖାଏଁ ଓ ସୋରିଷପଙ୍କା ଗ୍ରାମରୁ ୨ ଜଣ, କୁଶଙ୍ଗ ଗ୍ରାମ ପଞ୍ଚାୟତ କୁମାରୀ ଗ୍ରାମରୁ ୧ ଜଣ ଓ କୁଶଙ୍ଗ ଗ୍ରାମରୁ ୨୩ ଜଣ, ଲୁଣିବାହାଲ୍ ଗ୍ରାମ ପଞ୍ଚାୟତ ବାରବାନୀ ଗ୍ରାମରୁ ୧ ଜଣ, ମହାଲିକପଡା ଗ୍ରାମ ପଞ୍ଚାୟତ ମହାଲିିକପଡା ଓ ହାତୀଗଡ ଗ୍ରାମରୁ ୧ ଜଣ ଲେଖାଏଁ, ପୀତାମ୍ବରପୁର ଗ୍ରାମ ପଞ୍ଚାୟତ ଜିରାଡ୍ ଗ୍ରାମରୁ ୧ ଜଣ, ପୁରୁଣାକଟକ ଗ୍ରାମ ପଞ୍ଚାୟତ ପୁରୁଣାକଟକ ଗ୍ରାମରୁ ୪ ଜଣ ଓ ଛତ୍ରପୁର, ଯାଜପୁର, ସାଲକଟା ଓ ରାଜିଂ ଗ୍ରାମରୁ ୧ ଜଣ ଲେଖାଏଁ, ରାଧାନଗର୍ ଗ୍ରାମ ପଞ୍ଚାୟତ ପିପଲକଟା ଗ୍ରାମରୁ ୩ ଜଣ, ରାମଗଡ ଗ୍ରାମ ପଞ୍ଚାୟତ କୋଇଲି ସୁତା ଗ୍ରାମରୁ ୧ ଜଣ, ସାଂପୋଚ ଗ୍ରାମ ପଞ୍ଚାୟତ ସାଂପୋଚ ଗ୍ରାମରୁ ୧ଜଣ ଓ ରାମ୍ଭିକଟା ଗ୍ରାମରୁ ୩ ଜଣ, ସଙ୍କୁଲେଇ ଗ୍ରାମରୁ ୧ ଜଣ, ସରସରା ଗ୍ରାମରୁ ୩ ଜଣ, ତିଲେଶ୍ୱର୍ ଗ୍ରାମ ପଞ୍ଚାୟତ ତାକୁଡଗ୍ରାମରୁ ୧ ଜଣ ଓ ଖଜୁରିଆ ଗ୍ରାମରୁ ୩ ଜଣ, କଣ୍ଟାମାଳ ବ୍ଲକ୍ ବରଗାଁ ଗ୍ରାମ ପଞ୍ଚାୟତ ନେନ୍ଦ୍ରୀମାଲ୍ ଗ୍ରାମରୁ ୩ ଜଣ, ବରଗାଁ ଓ ସେଲାମାଲ୍ ଗ୍ରାମରୁ ୧ ଜଣ ଲେଖାଏଁ, ବରଗୋଛା ଗ୍ରାମ ପଞ୍ଚାୟତ କନାବୀର୍ ଗ୍ରାମରୁ ୧ ଜଣ, ବିଳାସପୁର ଗ୍ରାମ ପଞ୍ଚାୟତ ବିଳାସପୁର ଓ ଅଶିଣବିର୍ ଗ୍ରାମରୁ ୨ ଜଣ ଲେଖାଏଁ ଓ ପଦରପଡା ଗ୍ରାମରୁ ୧ ଜଣ, ଦପଲା ଗ୍ରାମ ପଞ୍ଚାୟତ ଦପଲା ଓ ବଉଳସିଙ୍ଗା ଗ୍ରାମରୁ ୧ ଜଣ ଲେଖାଏଁ, ଘଣ୍ଟା ପଡା ଗ୍ରାମ ପଞ୍ଚାୟତ ଶ୍ରୀମାଲ୍ ଗ୍ରାମରୁ ୨ ଜଣ, ଘିକୁଣ୍ଡି ଗ୍ରାମ ପଞ୍ଚାୟତ ଆମ୍ବଗହଣା ଗ୍ରାମରୁ ୧ ଜଣ, ଗୁଡଭେଲିପଦର ଗ୍ରାମ ପଞ୍ଚାୟତ ବୁକୁରାମୁଣ୍ଡା ଓ ଜୟଦପୁର୍ ଗ୍ରାମରୁ ୨ ଜଣ ଲେଖାଏଁ ଓ ପୁରୁଣାପାଣି ଓ ଗୁଡଭେଲିପଦର ଗ୍ରାମରୁ ୧ ଜଣ ଲେଖାଏଁ, ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଯୋଗିନ୍ଦ୍ରପୁର ଓ ସଦାନନ୍ଦପୁର ଗ୍ରାମରୁ ୨ ଜଣ ଲେଖାଏଁ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ଉଦେପୁର୍ ଓ କଣ୍ଟାମାଳ ଗ୍ରାମରୁ ୪ ଜଣ ଲେଖାଏଁ ଓ ବଡ଼ ଛପାପାଲି ଓ ଗାଡିଆଜୋର୍ ଗ୍ରାମରୁ ୧ ଜଣ ଲେଖାଏଁ, ଖଟଖଟିଆ ଗ୍ରାମ ପଞ୍ଚାୟତ ଷାଣ୍ଢପାଲି, ଜାଲପାଲି ଓ ଦମାମୁଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ଖୁଣ୍ଟି ଗୋରା ଗ୍ରାମରୁ ୩ ଜଣ, ଲମ୍ବସରୀ ଗ୍ରାମ ପଞ୍ଚାୟତ ପିଣ୍ଡାପଦର ଗ୍ରାମରୁ ୧ ଜଣ ଓ ଧଉରା କୁଦ ଗ୍ରାମରୁ ୨ ଜଣ, ମନମୁଣ୍ଡା ଗ୍ରାମ୍ ପଞ୍ଚାୟତ ଖଇରମାଲ୍ ଓ ମନମୁଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ନାରୟଣ ପ୍ରସାଦ ଗ୍ରାମରୁ ୪ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ଡେଙ୍ଗପଦର୍ ଗ୍ରାମରୁ ୧୨ ଜଣ ଓ ପଲସାଗୋରା ଗ୍ରାମରୁ ୧ ଜଣ, ରେଙ୍ଗାଲି ଗ୍ରାମ ପଞ୍ଚାୟତ ବଡ଼ କୁଶଙ୍ଗ ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମରୁ ୩ ଜଣ, ସେହିପରି ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ମାଳିସାହିରୁ ୩ ଜଣ, ରାମେଶ୍ୱର ବିହାର ଅଞ୍ଚଳର ୨ ଜଣ ଓ କେଉଟସାହିରୁ ୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜିର ୧୭୭ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆଜିପର୍ଯ୍ୟନ୍ତ ୯୮୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।