ବୌଦ୍ଧ,୨୮/୫- ଆଜି ବୌଦ୍ଧ ଜିଲ୍ଲାରେ ସଂକ୍ରମଣ ହାର କମିଥିବା ଜଣାପଡିଛି । ଆଜି ଜିଲ୍ଲାରୁ ୧୪୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଲିୟାର୍ ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧବ୍ଲକ୍ ବଘିଆପଡା ଗ୍ରାମ ପଞ୍ଚାୟତ ଗୋଛାପଡା ଗ୍ରାମରୁ ୧ ଜଣ, ବ୍ରାହ୍ମଣପାଲି ଗ୍ରାମରୁ ୨ ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ ପଞ୍ଚୁ ପାଲି ଗ୍ରାମରୁ ୧ ଜଣ, କସୁରବନ୍ଧ ଗ୍ରାମ ପଞ୍ଚାୟତ ସିଙ୍ଘପାଲି ଗ୍ରାମର ୨୪ ଜଣ, ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ନାରାୟଣନଗର ଗ୍ରାମରୁ ୧ ଜଣ, ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ପଲସପାଟ୍ ଗ୍ରାମରୁ ସର୍ବାଧିକ ୪୬ ଜଣ, ପଦ୍ମନପୁର୍ ଗ୍ରାମ ପଞ୍ଚାୟତ ମକୁନ୍ଦପୁର୍ ଗ୍ରାମରୁ ୧ ଜଣ, ରକସା ଗ୍ରାମରୁ ୧ ଜଣ, ଶଗଡା ଗ୍ରାମ ପଞ୍ଚାୟତ ରୁଗୁଡିକନପା, ନାଲିକୁମ୍ପା ଓ ଝଗଡଗାଡିଆ ଗ୍ରାମରୁ ୧ ଜଣ ଲେଖାଏଁ, ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତ ରତନପୁର୍ ଗ୍ରାମରୁ ୨ ଜଣ, ବନ୍ଧାପଥର ଗ୍ରାମରୁ ୨ ଜଣ, ବାଣୀଭୂଷଣପୁର୍ ଗ୍ରାମ ପଞ୍ଚାୟତ ମାର୍ଦ୍ଦିଙ୍ଗ ଗ୍ରାମରୁ ୧ ଜଣ, ବୀରନରସିଙ୍ଗପୁର୍ ଗ୍ରାମ ପଞ୍ଚାୟତ ବୀରାମଚନ୍ଦ୍ରପୁର୍ ଗ୍ରାମରୁ ୧ ଜଣ, ହରଭଙ୍ଗା ଗ୍ରାମରୁ ୩ ଜଣ, କୁଶଙ୍ଗ ଗ୍ରାମରୁ ୨ ଜଣ, ମହାଳିକପଡା ଗ୍ରାମରୁ ୩ ଜଣ, ମଥୁରା ଗ୍ରାମରୁ ୨ ଜଣ, ପୁରୁଣାକଟକ ଗ୍ରାମ ପଞ୍ଚାୟତ ରୁଗୁଡି ଗୋରା ଓ ପୁରୁଣାକଟକ ଗ୍ରାମରୁ ୧ ଜଣ ଲେଖାଏଁ, ରାଧାନଗର ଗ୍ରାମ ପଞ୍ଚାୟତ ବଡ଼ବାଗବର୍ ଗ୍ରାମରୁ ୨ ଜଣ ଓ ରାୟପୁର ଗ୍ରାମରୁ ୧ ଜଣ, ରାମଗଡ ଗ୍ରାମ ପଞ୍ଚାୟତ ରାମଗଡ ଓ ଠେଲାମାରୁଣି ଗ୍ରାମରୁ ୧ ଜଣ ଲେଖାଏଁ ସାଂପୋଚ ଗ୍ରାମରୁ ୨ ଜଣ, ସରସରା ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍ ବରଗାଁ ଗ୍ରାମରୁ ୧ ଜଣ, ବିଲାସପୁର ଗ୍ରାମରୁ ୧ ଜଣ, ଦପଲା ଗ୍ରାମ ପଞ୍ଚାୟତ ବଉଳସିଙ୍ଗା, ଲଇଡା ଓ ପରତଲା ଗ୍ରାମରୁ ୧ ଜଣ ଲେଖାଏଁ, ଯୋଗୀନ୍ଦ୍ରପୁର୍ ଗ୍ରାମ ପଞ୍ଚାୟତ ରାବେଡି ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ବଡ଼ ଛପାପାଲି ଗ୍ରାମରୁ ୩ ଜଣ, ଉଦେପୁର୍ ଗ୍ରାମରୁ ୨ ଜଣ, ଗାଡିଆ ଜୋର୍ ଓ କଣ୍ଟାମାଳ ଗ୍ରାମରୁ ୧ ଜଣ ଲେଖାଏଁ, ଖଲିଅ ପାଲି ଗ୍ରାମ ପଞ୍ଚାୟତ ନୂଆଁପାଲି ଓ ଖଲିଆପାଲି ଗ୍ରାମରୁ ୧ ଜଣ ଲେଖାଏଁ, ଖଟଖଟିଆ ଗ୍ରାମ ପଞ୍ଚାୟତ ସାନ ମନମୁଣ୍ଡା ଗ୍ରାମରୁ ୫ ଜଣ, ଜାଲପାଲି ଓ ଷାଣ୍ଢପାଲି ଗ୍ରାମରୁ ୧ ଜଣ ଲେଖାଏଁ, ଲମ୍ବସରୀ ଗ୍ରାମ ପଞ୍ଚାୟତ ମାରଡୋଳ ଓ ବୀରାମୁଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ମନମୁଣ୍ଡା ଗ୍ରାମ୍ ପଞ୍ଚାୟତ ମନମୁଣ୍ଡା ଗ୍ରାମରୁ ୨ ଜଣ, ଯୋଗୀପଦର ଓ ଭୁର୍କୀପଡା ଗ୍ରାମରୁ ୧ ଜଣ ଲେଖାଏଁ, ପଲସାଗୋରା ଗ୍ରାମ ପଞ୍ଚାୟତ ଡେଙ୍ଗପଦର୍, ପଲସାଗୋରା ଓ ବାଘମୁଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ରେଙ୍ଗାଲି ଗ୍ରାମ ପଞ୍ଚାୟତ ସାନ ଛପାପାଲି ଗ୍ରାମରୁ ୩ ଜଣ ଓ ତିଲେମାଲ୍ ଗ୍ରାମରୁ ୧ ଜଣ, ରୁଣ୍ଡିମହୁଲ ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ଧୁଙ୍ଗିୟାପଦର ଗ୍ରାମରୁ ୧ ଜଣ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ପୁରୁଣାବ୍ଲକ୍ ଛକ, ବଗିଚା ସାହି, ଦୈନିକବଜାର, ଦାନୀସାହି ଓ ନୂଆସାହି ଅଂଚଳର ୧ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।