ବୌଦ୍ଧ,୨୩/୫ – ଆଜି ପୁଣି ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନରେ ୩୪୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତୀ ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ୩୪୭ କରୋନା ପଜିଟିଭ ମଧ୍ୟରୁ ବୌଦ୍ଧବ୍ଲକ୍ ଅଁଳାପାଲି ଗ୍ରାମ ପଞ୍ଚାୟତ ଖଜାପଦର ଓ ଦନ୍ତାପାଲି ଗ୍ରାମରୁ ୧ ଜଣ ଲେଖାଏଁ, ଆମ୍ବଝରୀ ଗ୍ରାମ ପଞ୍ଚାୟତ ଧାନବଳସ ଓ ତଣ୍ଡାପଦର ଗ୍ରାମରୁ ୧ଜଣ ଲେଖାଏଁ, ବଢିଗାଁ ଗ୍ରାମ ପଞ୍ଚାୟତ ବଲାସିଙ୍ଗା ଗ୍ରାମରୁ ୨ ଜଣ, ବଢିଗାଁ ଓ ଗିରାସିଙ୍ଗା ଗ୍ରାମରୁ ୧ ଜଣ ଲେଖାଏଁ, ବଘିଆପଡା ଗ୍ରାମ ପଞ୍ଚାୟତ ଏରେଡା ଓ ନୂଆପାଲି ଗ୍ରାମରୁ ୧ ଜଣ ଲେଖାଏଁ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ବାଉଁଶୁଣୀ ଗ୍ରାମରୁ ୩ ଜଣ ଓ ଡିମିରିପାଲି ଗ୍ରାମରୁ ୧ ଜଣ, ବୌଦ୍ଧ ବ୍ରିଜ ଛକ ଗ୍ରାମାଞ୍ଚଳରୁ ୧ ଜଣ, ବ୍ରାହ୍ମଣପାଲି ଗ୍ରାମ ପଞ୍ଚାୟତ ପିଙ୍ଗଲା ବେଡା ଗ୍ରାମରୁ ୨ ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ ଅଁଳାଝୁଲି ଗ୍ରାମରୁ ୧ଜଣ, ମନୁପାଲି ଗ୍ରାମରୁ ୧ଜଣ, ମୁଣ୍ଡାପଡା ଗ୍ରାମରୁ ୨ ଜଣ, ମୁଣ୍ଡିପଦର ଗ୍ରାମପଞ୍ଚାୟତ ମୁଣ୍ଡିପଦର, ଗୋପୀନାଥପୁର୍ ଓ ହରିପୁର ଗ୍ରାମରୁ ୧ ଜଣ ଲେଖାଏଁ, ମୁର୍ଷୁଣ୍ଢିି ଗ୍ରାମ ପଞ୍ଚାୟତ ମୁର୍ଷୁଣ୍ଢିି, ଜଗଦୀଶପୁର୍ ଓ ପଳାସ ଗ୍ରାମରୁ ୧ ଜଣ ଲେଖାଏଁ, ପଦ୍ମନପୁର୍ ଗ୍ରାମ ପଞ୍ଚାୟତ ଗୋଛାପଡା ଗ୍ରାମରୁ ୧ ଜଣ, ଶଗଡା ଗ୍ରାମ ପଞ୍ଚାୟତ ଭାଲିଆ ପଦର ଗ୍ରାମରୁ ୧ ଜଣ ଓ କହଁରପଡା ଗ୍ରାମରୁ ୫ ଜଣ, ତାଳସରଡା ଗ୍ରାମ ପଞ୍ଚାୟତ ସଂଗ୍ରାମପୁର୍ ଗ୍ରାମରୁ ୨ ଜଣ, ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତ ମେଣ୍ଡା ଗ୍ରାମରୁ ୨୭ ଜଣ, ବାମଣ୍ଡା ଓ ଦେବଗଡ ଗ୍ରାମରୁ ୧ ଜଣ ଲେଖାଏଁ, ବାଣୀଭୂଷଣପୁର୍ ଗ୍ରାମ ପଞ୍ଚାୟତ ତିଲକୁପ୍ ଗ୍ରାମରୁ ୨ ଜଣ ଓ ବାହାଲି ଗ୍ରାମରୁ ୧ ଜଣ, ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଖର ଭୂଇଁ ଗ୍ରାମରୁ ୨ ଜଣ, ଛତ୍ରଙ୍ଗ ଓ ଝାରଖମନ୍ ଗ୍ରାମରୁ ୧ ଜଣ ଲେଖାଏଁ, ଧଲପୁର୍ ଗ୍ରାମ ପଞ୍ଚାୟତ ଧଲପୁର୍ ଓ ବେଲ୍ ପଦର ଗ୍ରାମରୁ ୨ ଜଣ ଲେଖାଏଁ, ହରଭଙ୍ଗା ଗ୍ରାମ ପଞ୍ଚାୟତ ହରଭଙ୍ଗା, ଭେଜିଗୋରା ଓ ଡିଆଁ ଘାଟରୁ ୧ ଜଣ ଲେଖାଏଁ, କରଞ୍ଜ କଟା ଗ୍ରାମ ପଞ୍ଚାୟତ କରଞ୍ଜକଟା ଗ୍ରାମରୁ ୨ ଜଣ, ଲୋକାପଡା ଓ ସୋରିଷପଙ୍କାଲ୍ ଗ୍ରାମରୁ ୧ ଜଣ ଲେଖାଏଁ, କୁଶଙ୍ଗ ଗ୍ରାମ ପଞ୍ଚାୟତ କୁସଂଗ ଗ୍ରାମରୁ ୨୯ ଜଣ, କୁମାରୀ ଗ୍ରାମରୁ ୨୫ ଜଣ ଓ ତିରଡ୍ ଗ୍ରାମରୁ ୧ ଜଣ, ମହାଲିକପଡା ଗ୍ରାମ ପଞ୍ଚାୟତ ପଇଦାଭୂଇଁ ଗ୍ରାମରୁ ୧ ଜଣ, ପୀତାମ୍ବରପୁର୍ ଗ୍ରାମ ପଞ୍ଚାୟତ ଫୁଲ୍ଝରୀ ଗ୍ରାମରୁ ୧ ଜଣ ଓ କାନପୁର ଗ୍ରାମରୁ ୨ ଜଣ, ପୁରୁଣା କଟକ ଗ୍ରାମ ପଞ୍ଚାୟତ ପୁରୁଣା କଟକ ଗ୍ରାମରୁ ୨ ଜଣ ଓ ଉଦେପୁର୍ ଗ୍ରାମରୁ ୧ ଜଣ, ରାଧାନଗର୍ ଗ୍ରାମ ପଞ୍ଚାୟତ ରାଧାନଗର୍ ଗ୍ରାମରୁ ୮ ଜଣ, ପିପଲ କଟା ଓ ରାୟପୁର ଗ୍ରାମରୁ ୧ ଜଣ ଲେଖାଏଁ, ରାମଗଡ ଗ୍ରାମ ପଞ୍ଚାୟତ ପରଗଲ୍ପୁର୍ ଗ୍ରାମରୁ ୨ ଜଣ, ସାଂପୋଚ ଗ୍ରାମ ପଞ୍ଚାୟତ ହରେକୃଷ୍ଣପୁର୍ ଗ୍ରାମରୁ ୨ ଜଣ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ରାଉତପଡା, ମଲିକପଡା, ମାଝୀ ସାହି ଓ ସଙ୍କୁଲେଇ ଗ୍ରାମରୁ ୧ ଜଣ ଲେଖାଏଁ, ସରସରା ଗ୍ରାମରୁ ୪୪ ଜଣ, ତଳଗାଁ ଗ୍ରାମ ପଞ୍ଚାୟତ ଗୋଛାବାରୀ ଗ୍ରାମରୁ ୨ ଜଣ ଓ ତଳଗାଁ ଗ୍ରାମରୁ ୧ ଜଣ, ତିଲେଶ୍ୱର ଗ୍ରାମ ପଞ୍ଚାୟତ କୃଷ୍ଣପାଲି ଗ୍ରାମରୁ ୨ ଜଣ ଓ ତିଲେଶ୍ୱର ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍ ବରଗାଁ ଗ୍ରାମ ପଞ୍ଚାୟତ ମଲିକୁଦ୍ ଓ ଗଡଗଡିଆ ଗ୍ରାମରୁ ୧ ଜଣ ଲେଖାଏଁ, ବରଗୋଛା ଗ୍ରାମ ପଞ୍ଚାୟତ ମଲିକପଡା ଗ୍ରାମରୁ ୧ ଜଣ, ବିଳାସପୁର ଗ୍ରାମ ପଞ୍ଚାୟତ ପାଣ୍ଡରୀପଡା, ରାକ୍ଷସକୁଟୀ ଓ ପଦରପଡା ଗ୍ରାମରୁ ୧ ଜଣ ଲେଖାଏଁ, ଦପଲା ଗ୍ରାମ ପଞ୍ଚାୟତ ଦପଲା ଗ୍ରାମରୁ ୧ ଜଣ ଓ ପରତଲା ଗ୍ରାମରୁ ୩ ଜଣ, ଘଣ୍ଟା ପଡା ଗ୍ରାମ ପଞ୍ଚାୟତ ମାଣିକପୁର୍ ଗ୍ରାମରୁ ୨ ଜଣ ଓ ରେକଡୋଲ, ଘଣ୍ଟା ପଡା ଓ ବରଡି ବାହାଲ୍ ଗ୍ରାମରୁ ୧ ଜଣ ଲେଖାଏଁ, ଗୁଡଭେଲିପଦର୍ ଗ୍ରାମ ପଞ୍ଚାୟତ ପୁରୁଣାପାଣି ଓ ଜୟଦ ପୁର୍ ଗ୍ରାମରୁ ୧ ଜଣ ଲେଖାଏଁ, ଯୋଗୀନ୍ଦ୍ରପୁର୍ ଗ୍ରାମ ପଞ୍ଚାୟତ ବାନ୍ଧନଝୁଲି ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ବଡ଼ ଛପାପାଲି ଗ୍ରାମରୁ ୩ ଜଣ, ଦେଉଳଦୁଙ୍ଗୁରୀ ଗ୍ରାମରୁ ୧ ଜଣ ଓ କଣ୍ଟାମାଳ ଗ୍ରାମରୁ ୯ ଜଣ, ଖଲିଆପାଲି ଗ୍ରାମ ପଞ୍ଚାୟତ ଅଁଳା ଚୁଆଁ ଓ ଖଲିଆପାଲି ଗ୍ରାମରୁ ୧ ଜଣ ଲେଖାଏଁ, ଖଟଖଟିଆ ଗ୍ରାମ ପଞ୍ଚାୟତ ସାଣ୍ଡପାଲି, ବ୍ରାହ୍ମଣୀ ଓ ଖଟଖଟିଆ ଗ୍ରାମରୁ ୧ ଜଣ ଲେଖାଏଁ, ଖୁଣ୍ଟି ଗୋରା ଗ୍ରାମ ପଞ୍ଚାୟତ ବନ୍ଧଗୋରା ଗ୍ରାମରୁ ୧ ଜଣ, ଲମ୍ବସରୀ ଗ୍ରାମ ପଞ୍ଚାୟତ ମାରଡୋଲ୍ ଗ୍ରାମରୁ ୮ ଜଣ, ପିଣ୍ଡା ପଦର ଗ୍ରାମରୁ ୩ ଜଣ ଓ ବାନ୍ଧନ ଝୁଲି, ଧଉରା କୁଦ, ସାଲେ ପାଲି ଓ ସାଙ୍କୋଚ୍ ଗ୍ରାମରୁ ୧ ଜଣ ଲେଖାଏଁ, ମନମୁଣ୍ଡା ଗ୍ରାମ୍ ପଞ୍ଚାୟତ ନୁର୍ପା ଗ୍ରାମରୁ ୫ ଜଣ ଓ ଯୋଗୀପଦର, ଭୁର୍କୀ ପଡା ଓ ମନମୁଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ନାରୟଣ ପ୍ରସାଦ ଗ୍ରାମରୁ ୬ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ବାଘମୁଣ୍ଡା ଗ୍ରାମରୁ ୧୨ ଜଣ, ଡେଙ୍ଗପଦର ଓ ପିପଲପାଲି ଗ୍ରାମରୁ ୨ ଜଣ ଲେଖାଏଁ, ଧାନଖଣ୍ଡି ଓ ଝିଙ୍କରପାଲି ଗ୍ରାମରୁ ୧ ଜଣ ଲେଖାଏଁ, ରୁଣ୍ଡି ମହୁଲ ଗ୍ରାମ ପଞ୍ଚାୟତ ଶୁଲିଆ ଗ୍ରାମରୁ ୩ ଜଣ ଓ ରୁଣ୍ଡି ମହୁଲ ଗ୍ରାମରୁ ୫ ଜଣ, ଶିମିଳିପଦର ଗ୍ରାମ ପଞ୍ଚାୟତ ପତ୍ରାପାଲି ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ଗୋପାଳପୁର୍ ଓ ଧୁଙ୍ଗିୟା ପଦର ଗ୍ରାମରୁ ୧ ଜଣ ଲେଖାଏଁ, ଉମା ଗ୍ରାମ୍ ପଞ୍ଚାୟତ ରେଘାମୁଣ୍ଡା ଗ୍ରାମରୁ ୩ ଜଣ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ବୁଟୁପାଲିରୁ ୬ ଜଣ, ଖଲିଆ ବଗିଚା ସାହିରୁ ୫ ଜଣ, ବଗିଚା ସାହିରୁ ୪ ଜଣ, ନୂଆଁସାହିରୁ ୨ ଜଣ, ମାଳିସାହି, ସୁଦସାହି, ଖଦାଲ୍ ସାହି, ବାବୁ ସାହି, ପୋଡାପଡା ଓ ରାଜବାଟୀ ଅଂଚଳରୁ ୧ ଜଣ ଲେଖାଏଁ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।