ବୌଦ୍ଧ,୫/୬ – ଆଜି ପୁଣି ବୌଦ୍ଧ ଜିଲ୍ଲାରେ ନୂତନ ୧୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧବ୍ଲକ୍ ଅଁଳାପାଲି ଗ୍ରାମ ପଞ୍ଚାୟତ ବାଦିକଟା ଗ୍ରାମରୁ ୨ ଜଣ, ବଘିଆପଡା ଗ୍ରାମରୁ ୨ ଜଣ, ବହିରା ଗ୍ରାମ ପଞ୍ଚାୟତ ସଦେଇପୁର ଓ ବହିରା ଗ୍ରାମରୁ ୧ ଜଣ ଲେଖାଏଁ, ଗୋଛାପଡା ଗ୍ରାମ ପଞ୍ଚାୟତ ଟାଲୁପାଲି ଓ ଅଁଳା ଝୁଲି ଗ୍ରାମରୁ ୧ ଜଣ ଲେଖାଏଁ, ମନୁପାଲି ଗ୍ରାମ ପଞ୍ଚାୟତ ମନୁପାଲି ଗ୍ରାମରୁ ୧ ଜଣ ଓ ଦୀଗି ଗ୍ରାମରୁ ୩ ଜଣ, ମୁଣ୍ଡିପଦର ଗ୍ରାମ ପଞ୍ଚାୟତ କୁଲୁତାଖଲି ଗ୍ରାମରୁ ୧୬ ଜଣ ଓ ମୁଣ୍ଡିପଦର ଓ ଗୋପୀନାଥପୁର ଗ୍ରାମରୁ ୧ ଜଣ ଲେଖାଏଁ, ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତ ଲୁଣ୍ଡାବେରୁଣୀ ଗ୍ରାମରୁ ୧ ଜଣ, ଶଗଡା ଗ୍ରାମ ପଞ୍ଚାୟତ ନାଲିକୁଂପା ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍ ଆଡେଣିିଗଡ ଗ୍ରାମ ପଞ୍ଚାୟତ ଗୋଛାସାହି ଗ୍ରାମରୁ ୧ ଜଣ, ବାମଣ୍ଡା ଗ୍ରାମ ପଞ୍ଚାୟତ ବାମଣ୍ଡା ଓ ମେଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ବନ୍ଧାପଥର ଗ୍ରାମ ପଞ୍ଚାୟତ ଲମ୍ବକାନୀ ଗ୍ରାମରୁ ୩ ଜଣ, ବାଣୀଭୂଷଣପୁର ଗ୍ରାମ ପଞ୍ଚାୟତ ଚାରିଛକ ଗ୍ରାମରୁ ୨ ଜଣ ଓ ବସ୍ତମପୁର୍ ଗ୍ରାମରୁ ୧ ଜଣ, ଧଳପୁର ଗ୍ରାମ ପଞ୍ଚାୟତ ସାକୁସିଙ୍ଗା ଗ୍ରାମରୁ ୨ ଜଣ, ହରଭଙ୍ଗା ଗ୍ରାମରୁ ୬ ଜଣ, କରଞ୍ଜକଟା ଗ୍ରାମରୁ ୪ ଜଣ, କୁଶଙ୍ଗ ଗ୍ରାମ ପଞ୍ଚାୟତ କୁଶଙ୍ଗ ଗ୍ରାମରୁ ୨ ଜଣ ଓ କୁଶାସିଙ୍ଗା ଗ୍ରାମରୁ ୩ ଜଣ, ଲୁଣିବାହାଲ୍ ଗ୍ରାମ ପଞ୍ଚାୟତ ଲଇଗାଁ ଗ୍ରାମରୁ ୨ ଜଣ ଓ ଲୁଣିବାହାଲ୍, ବାରବାନୀ ଓ କଣ୍ଟିଆପଦର ଗ୍ରାମରୁ ୧ ଜଣ ଲେଖାଏଁ, ମହାଲିକପଡା ଗ୍ରାମ ପଞ୍ଚାୟତ କୁଟିବାରୀ ଗ୍ରାମରୁ ୧ ଜଣ, ମଥୁରା ଗ୍ରାମ ପଞ୍ଚାୟତ, ଚଂପାପୁର ଗ୍ରାମରୁ ୧ ଜଣ, ପୀତାମ୍ବରପୁର ଗ୍ରାମ ପଞ୍ଚାୟତ ଭବାନୀପୁର ଗ୍ରାମରୁ ୧ ଜଣ, ପୁରୁଣା କଟକ ଗ୍ରାମ ପଞ୍ଚାୟତ ଯାଜପୁର ଗ୍ରାମରୁ ୧ ଜଣ, ରାଧାନଗର୍ ଗ୍ରାମ ପଞ୍ଚାୟତ ବଡ଼ ବାଗବର୍ ଗ୍ରାମରୁ ୧ ଜଣ, ରାମଗଡ ଗ୍ରାମ ପଞ୍ଚାୟତ କୋଇଲିସୁତା ଓ ରାମଗଡ ଗ୍ରାମରୁ ୧ ଜଣ ଲେଖାଏଁ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ସଙ୍କରଡା ଗ୍ରାମରୁ ୧ ଜଣ, ସରସରା ଗ୍ରାମ ପଞ୍ଚାୟତ ନାରାୟଣ ପୁର୍ ଗ୍ରାମରୁ ୧ ଜଣ, ତଳଗାଁ ଗ୍ରାମ ପଞ୍ଚାୟତ ବଡ଼ ଗୁଣ୍ଡୁରୀସାହି ଗ୍ରାମରୁ ୭ ଜଣ, ତିଲେସ୍ୱର୍ ଗ୍ରାମ ପଞ୍ଚାୟତ ତିଲେସ୍ୱର୍ ଗ୍ରାମରୁ ୬ ଜଣ ଓ ଖଣ୍ଡ ହତା ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍ ଆମ୍ବଗାଁ ଗ୍ରାମରୁ ୧ ଜଣ, ବରଗାଁ ଗ୍ରାମ ପଞ୍ଚାୟତ ସୌରୀବେଙ୍ଗେସ ଓ ପାର୍ବତୀ ପୁର୍ ଗ୍ରାମରୁ ୧ ଜଣ ଲେଖାଏଁ, ବିଲାସପୁର ଗ୍ରାମ ପଞ୍ଚାୟତ ଅଶିଣବିର୍ ଗ୍ରାମରୁ ୨ ଜଣ ଓ ବିଚିକା, ପାଣ୍ଡରୀ ପଡା, ତାଲପଡା, ବିକ୍ରମପୁର୍, କିରିକିଚିପାଲି ଓ ଥାଟୀପାଲି ଗ୍ରାମରୁ ୧ ଜଣ ଲେଖାଏଁ, ଦପଲା ଗ୍ରାମ ପଞ୍ଚାୟତ ଦପଲା ଗ୍ରାମରୁ ୪ ଜଣ ଓ ଲୈଡା ଗ୍ରାମରୁ ୧ ଜଣ, ଗୁଡଭେଲିପଦର୍ ଗ୍ରାମ ପଞ୍ଚାୟତ ଜୟଦ ପୁର୍ ଗ୍ରାମରୁ ୧ ଜଣ, ଜୋଗୀନ୍ଦ୍ର ପୁର୍ ଗ୍ରାମ ପଞ୍ଚାୟତ ସଦାନନ୍ଦ ପୁର୍ ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ କଣ୍ଟାମାଳ ଗ୍ରାମରୁ ୫ ଜଣ ଓ ବନ୍ଧ ପାଲି ଓ ଉଦେପୁର୍ ଗ୍ରାମରୁ ୧ ଜଣ ଲେଖାଏଁ, ଖଟଖଟିଆ ଗ୍ରାମ ପଞ୍ଚାୟତ ବ୍ରାମ୍ହଣ୧ ଗ୍ରାମରୁ ୩ ଜଣ ଓ ସିନ୍ଦୁର ପୁର୍ ଗ୍ରାମରୁ ୧ ଜଣ, ଲମ୍ବସରୀ ଗ୍ରାମ ପଞ୍ଚାୟତ ପିଣ୍ଡା ପଦର ଓ ଲମ୍ବସରୀ ଗ୍ରାମରୁ ୧ ଜଣ ଲେଖାଏଁ, ମନମୁଣ୍ଡା ଗ୍ରାମ୍ ପଞ୍ଚାୟତ ମନମୁଣ୍ଡା ଗ୍ରାମରୁ ୩ ଜଣ ଓ ଯୋଗୀ ପଦର ଗ୍ରାମରୁ ୧ ଜଣ, ରୁଣ୍ଡି ମହୁଲ ଗ୍ରାମରୁ ୨ ଜଣ, ଶିମିଳି ପଦର ଗ୍ରାମ ପଞ୍ଚାୟତ ଗବଜୋର୍ ଗ୍ରାମରୁ ୧ ଜଣ, ଶୁଣ୍ଢ୧ ପଦର ଗ୍ରାମ ପଞ୍ଚାୟତ ନଦିଆନବର ଗ୍ରାମରୁ ୧ ଜଣ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ଏଲ ଆଈ ସି କଲୋନୀ ଓ ବୁଟୁପାଲିରୁ ୨ ଜଣ ଲେଖାଏଁ ଓ ଖଲିଆ ବଗିଚା, ସହୀଦ ଛକ ଓ ମାଷ୍ଟର୍ ଲାଇନ୍ ଅଂଚଳରୁ ୧ ଜଣ ଲେଖାଏଁ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।