ବୌଦ୍ଧ: ୭ ନଂ ଜୋନରେ ବିଜେପିର ପ୍ରଚାର ଜୋରଦାର୍‌

ବୌଦ୍ଧ,୧୦/୨- ବିଜେପି ବୌଦ୍ଧ ଜିଲ୍ଲାର ୭ ନମ୍ବର ଜିଲ୍ଲା ପରିଷଦ ଜୋନରେ ଘରକୁ ଘର ବୁଲି ପ୍ରଚାର ପ୍ରସାର ପାଇଁ ପ୍ରାର୍ଥୀ ଶ୍ରୀ ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ପାଇଁ ଭୋଟରଙ୍କୁ ଭୋଟ୍‌ ଭିକ୍ଷା କରିଛନ୍ତି । ପ୍ରାର୍ଥୀ ଶ୍ରୀ ମହାପାତ୍ରଙ୍କ ସହିତ ୩ ଥର ଲୋକସଭା ସଦସ୍ୟ ଥିବା ଶ୍ରୀ ମହାମେଘବାହାନ ଐର ଖାରବେଳ ସ୍ୱାଇଁ ଓ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ବରିଷ୍ଠ ନେତା ମାଗୁଣି ଗାଇଗୌରିଆ, ପ୍ରେମାନନ୍ଦ ମିଶ୍ର , ବିକାଶ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ନିର୍ବାଚନୀ ପ୍ରଚାର କରୁଛନ୍ତି ।

Comments (0)
Add Comment