ଜିଲ୍ଲାବାସୀଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ନିବେଦନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ସୋନପୁର : ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାଇରସ ଭାରତରେ ମଧ୍ୟ ତା\’ର କାୟାବିସ୍ତାର କରିବା ଆରମ୍ଭ କରିସାରିଲାଣି । ଏହି ପରିପ୍ରେକ୍ଷୀରେ ଓଡିଶାରେ ଦିନକୁ ଦିନ ମଧ୍ୟ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗତକାଲି ସୁବର୍ଣ୍ଣପୁର ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ କହିିଥିଲେ ଯେ,ସମସ୍ତେ ସାମାଜିକ ଦୂରତା ରକ୍ଷା କରନ୍ତୁ। ସମସ୍ତେ ଘର ଭିତରେ ରହନ୍ତୁ । ଏପରି ଏକ ସମୟରେ କର୍ତ୍ତବ୍ୟ ରତ ଡ଼।କ୍ତର ଙ୍କ ସହ ଭଲ ବ୍ୟବହାର କରନ୍ତୁ।

Comments (0)
Add Comment