ସମନ୍ୱିତ ଆଦିବାସୀ ଉନ୍ନୟନ ବିଭାଗର କର୍ମଚାରୀଙ୍କ ବଦଳି କେବେ ?

ଗଜପତି,୨୫/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ବିଭାଗର କର୍ମଚାରୀ ମାନଙ୍କ ଦୀର୍ଘଦିନ ହେଲା ବଦଳି ହେଉନଥିବା ଦେଖିବାକୁ ମିଳିଛି । ବିଭାଗର କ୍ଷେତ୍ର କର୍ମଚାରୀ ତଥା ଜେଇ ଓ ଅଫିସ କର୍ମଚାରୀ ଦୀର୍ଘବର୍ଷ ହେଲା ବଦଳି ନହେବା ସମସ୍ତଙ୍କୁ ଚକିତ କରିଛି । ଏପଟେ ରାଜ୍ୟସରକାର
ମୋ ସରକାର, ୫ ଟି ଲାଗୁ ହୋଇଥିବା ବେଳେ ସରକାରଙ୍କ ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ଦେଉଛି । ଏଠାରେ ବିଭାଗୀୟ କର୍ମଚାରୀଙ୍କ ବଦଳି ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Comments (0)
Add Comment